Browsing Tag

titilagarh news

୨୩ତମ ମା’ ଦ୍ୱାରସୁନୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଗ୍ରାମରେ ୨୩ତମ ମା’ ଦ୍ୱାରସୁନୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଦଳଗୁଡିକୁ ଦୁଇଟି ଗୃପ୍‌ରେ ରଖାଯାଇଥିଲା ଓ ଖେଳ ଅନୁଷ୍ଠିତ ହୋଇଥିଲା । ୧୯ ତାରିଖ ଦିନ ଗୃପ୍‌ ‘ଏ’ ମ୍ୟାଚ୍‌ରେ
Read More...

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରଥକୁ ସ୍ୱାଗତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଡିଏଭି ସ୍ୱୟଂଶାସିତ କଲେଜ ପରିସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରଥକୁ ସ୍ୱାଗତ କରାଯାଇଛି । ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇଥଲେ । କଲେଜର ଅଧ୍ୟକ୍ଷ ମେଜର ମଧୁସୁଦନ ମିଶ୍ର, ଅଧ୍ୟାପକ
Read More...

ଟିଟିଲାଗଡର ନୂଆ ଉପଜିଲ୍ଲାପାଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡର ନୂଆ ଉପଜିଲ୍ଲାପାଳ ଭାବେ ବୁଧବାର ଦୟାମୟ ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଝାରସୁଗୁଡା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ନେବା ପରେ ଶ୍ରୀ ପାଢୀ ଟିଟିଲାଗଡ ଅଞ୍ଚଳର ସମସ୍ୟାଗୁଡିକର ସମାଧାନ କରିବା, ଚାଷୀ,
Read More...

ଟିଟିଲାଗଡରେ ଶିକ୍ଷକ ମହାସମାବେଶ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଅଞ୍ଚଳର ୧୪ଟି କ୍ଲଷ୍ଟରର ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ଟିଟିଲାଗଡ ଜିଲ୍ଲା ଶିକ୍ଷା
Read More...

ଜେସିଆଇର ନୂଆ କର୍ମକର୍ତ୍ତା

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସହର ଜେସିଆଇର ନୂଆ କର୍ମକର୍ତ୍ତା ମନୋନୟନ କରାଯାଇଛି । ଏଥିପାଇଁ ନିକଟସ୍ଥ ବାନ୍ଦୁପଲା ଗାଁରେ ଏକ ସଭା ଆୟୋଜନ କରି କର୍ମକର୍ତ୍ତା ଚୟନ ସହ ଶପଥପାଠ କରାଯାଇଛି । ଉତ୍ସବକୁ ପୂର୍ବ ଜେସିଆଇ ସଭାପତି ମନୀଷ ଗୁପ୍ତା ପରିଚାଳନା କରିଥିଲେ । ମହେଶ
Read More...

ଶିଶୁ ମନ୍ଦିରରେ ଜେଜେବାପା, ଜେଜେ ମା’ ସମ୍ମିଳନୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଓ ଜେଜେ ମା’ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ଗୀତାଞ୍ଜଳି ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ମହାପାତ୍ର ସ୍ୱାଗତ ଭାଷଣ
Read More...

ଧର୍ମ ପରାୟଣା ଦୁଲାରୀ ଦେବୀ କେଜ୍ରିୱାଲଙ୍କ ଦେହାନ୍ତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ହିନ୍ଦୁସ୍ଥାନ ସିଡ୍‌ସ ଗୃପ ଅଫ୍‌ କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବାର୍‌ ଏସୋସିଏସନ୍‌ର ସାଧାରଣ ସମ୍ପାଦକ ଜଣାଶୁଣା ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ଦୁଲାରୀ ଦେବୀ(୭୪)ଙ୍କ ଆଜି ଦେହାନ୍ତ ହୋଇଯାଇଛି ।
Read More...

ଟିଟିଲାଗଡରେ ଜିଏସ୍‌ଟି ଚଢାଉ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡରେ ଗତକାଲି ଜିଏସ୍‌ଟି ଚଢାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସହରର ଶିରଭଟାପଡାର ସୁକୁନ ଇମ୍ପୋଟେକ୍‌ ଓ ହାଇସ୍କୁଲପଡାର ଅରିହନ୍ତ ସେରାମିକ୍ସ ବ୍ୟବସାୟିକ ପ୍ରତିଷ୍ଠାନରେ ବଲାଙ୍ଗିର ଓ କଳାହାଣ୍ଡି ଜିଏସ୍‌ଟି ବିଭାଗୀୟ ଅଧିକାରୀମାନେ ଚଢାଉ
Read More...

ଟିଟିଲାଗଡ଼ ବନ୍ଦ ପାଳନକୁ ସମର୍ଥନ ଜଣାଇଲେ ସୁରେନ୍ଦ୍ର ସିଂ ଭୋଇ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼କୁ ଜିଲ୍ଲା ଏବଂ ସଇଁନ୍ତଲାକୁ ସବ-ଡିଭିଜନ ମାନ୍ୟତା ଦାବୀରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଡ଼ାକରାରେ ଓ ସଇଁନ୍ତଲା ବିକାଶ ପରିଷଦ, ବଣିକ ସଂଘ, ସାମ୍ବାଦିକ ସଂଘର ମିଳିତ ଉଦ୍ୟମରେ ହୋଇଥିବା ବନ୍ଦ ପାଳନକୁ କଂଗ୍ରେସ ଦଳ ତଥା
Read More...

ଜିଲ୍ଲା ମାନ୍ୟତା ଦାବୀରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ରେ ୧୨ ଘଣ୍ଟିଆ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବା ନେଇ ସୂଚନା ମିଳିଛି । ଏନେଇ ଟିଟିଲାଗଡ଼
Read More...