ପାଣି ଯୋଗାଣ ନ ହୋଇ ଏରିଅର ବିଲ୍ ମାଗିବା ଯୋଗୁଁ ବଢୁଛି ଅସନ୍ତୋଷ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରକୁ ସାରା ରାଜ୍ୟରେ ଉତ୍ତପ୍ତ ସହର ଭାବେ ଲୋକେ ଜାଣନ୍ତି । ଏହି ସହରରେ ଖରା ସାଙ୍ଗକୁ ପିଇବା ପାଣିର ମଧ୍ୟ ଘୋର ଅସୁବିଧା ରହିଥିଲା, ଯାହା ଫଳରେ ଟ୍ରେନ୍ ଯୋଗେ ପିଇବା ପାଣି ଯୋଗାଣ ହେଉଥିଲା । ସେହି ସମୟରେ 'ଟିଟିଲାଗଡ ନାଇଁ ସେ ଇଟା!-->…
Read More...
Read More...