ବାନ୍ଧୁପଲା ଗ୍ରାମ ପଞ୍ଚାୟତବାସୀଙ୍କ ଦ୍ଵାରା ଜାତୀୟ ରାଜପଥ ୫୯ ଅବରୋଧ : ପୋଲିସ ଏବଂ ପ୍ରଶାସନ ବୁଝାସୁଝା କଲା ପରେ…
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଟିଟିଲାଗଡ ସହରକୁ ଉତ୍ତପ୍ତ ସହର ରୁପେ ଲୋକେ ଜାଣନ୍ତି । ଏହି ସହରରେ ଖରା ସାଙ୍ଗକୁ ପିଇବା ପାଣିର ଅସୁବିଧା ଲାଗି ରହିଛି । ଦୀର୍ଘ ୧୦ ଦିନ ହେବ ପିଇବା ପାଣି ଯୋଗାଣ ନ ହେଉଥିବା ଯୋଗୁଁ ଟିଟିଲାଗଡ ନିକଟସ୍ଥ ବାନ୍ଧୁପଲା ଗ୍ରାମ ପଞ୍ଚାୟତର!-->…
Read More...
Read More...