Browsing Tag

titilagarh news

ପ୍ରବଳ ଉଦ୍ଦୀପନା ସହିତ ଓମ୍‌ଭେଲି ବିଦ୍ୟାଳୟରେ ପାଳିତ ହେଲା ବାର୍ଷିକ ସଂଗୀତ ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିକ୍ଷା ସୁଯୋଗ ନିର୍ମାଣର କେବଳ ପାହାଚ ନୁହେଁ ଏହା ଅନନ୍ତ ସମ୍ଭାବନାର ଭବିଷ୍ୟତ ନିର୍ମାତା । ଆଜିର ଶିଶୁ କାଲିର ନାଗରିକ । ଏମାନେ ସୁରଭିତ ଉଦ୍ୟାନର ସତେଜ ପାଖୁଡ଼ା । ବୈଭବଶାଳୀ ରାଷ୍ଟ୍ର ଗଠନର ଏମାନେ ସୁଦକ୍ଷ ବିନ୍ଧାଣି । ସମ୍ଭାବନା ସୃଷ୍ଟିର
Read More...

ଟିଟିଲାଗଡ଼ରେ ସ୍ମାର୍ଟ ମିଟର ନ ଲଗାଇବା ପାଇଁ ଟିପିଡବ୍ଲୁଓଡିଏଲ୍‌ ଅଧିକାରୀଙ୍କ ସହ ବଣିକ ସଂଘ ସଦସ୍ୟଙ୍କ ଆଲୋଚନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗ (ଟିପିଡବ୍ଲୁଓଡିଏଲ୍‌) ତରଫରୁ ଟିଟିଲାଗଡ଼ ସହରରେ ଲାଗିଥିବା ପୁରୁଣା ମିଟର ଜାଗାରେ ସ୍ମାର୍ଟ ମିଟର ଲଗେଇବା ପାଇଁ ଯୋଜନା କରୁଥିବା ବେଳେ ଏହା ଜାଣିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ହେବା ସହ ବ୍ୟାପାରୀମାନେ ମଧ୍ୟ ଏହାକୁ
Read More...

ଟିଟିଲାଗଡ଼ ହେଲୋ କିଡ୍‌ସ୍‌ ସ୍କୁଲର ୧୧ତମ ବାର୍ଷିକୋତ୍ସବ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ପ୍ଲେ ସ୍କୁଲ ହେଉଛି ହେଲୋ କିଡ୍‌ସ୍‌ । ଏହି ପ୍ଲେ ସ୍କୁଲରେ ଛୋଟ ଛୁଆମାନଙ୍କୁ ପ୍ରଥମ କରି ଖେଳ ଖେଳାଇବା ସହ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯାଇଥାଏ । ଦୀର୍ଘ ଦଶବର୍ଷ ହେଲା ସହରର ବିଭିନ୍ନ ଛାତ୍ରଛତ୍ରୀଙ୍କ ପସନ୍ଦର
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ହୋମଯଜ୍ଞ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ଧାର୍ମିକ ଯଜ୍ଞନୁଷ୍ଠାନ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶ ଓ ସମ୍ପାଦକ ସତ୍ୟବ୍ରତ ପଣ୍ଡାଙ୍କ
Read More...

ଟିଟିଲାଗଡ ଉପନିର୍ବାଚନ ଶାଖାରେ ଇଭିଏମ୍‌ ଭିଭିପ୍ୟାଟ ସଚେତନତା ଅଭିଯାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଭୋଟରମାନଙ୍କୁ ଇଭିଏମ୍‌ରେ କିପରି ନିର୍ଭୁଲ ଭାବରେ ଭୋଟ ଦିଆଯାଏ ସେ ବିଷୟରେ ସଚେତନ କରାଇବା ପାଇଁ ଜାନୁଆରୀ ଓ ଫେବୃଆରୀ ମାସରେ ଇଭିଏମ୍‌ ସଚେତନତାର ବ୍ୟବସ୍ଥା କରାଯାଇଛି । ସମସ୍ତ ଜିଲ୍ଲାପାଳ ଓ
Read More...

ଟିଟିଲାଗଡରୁ ଗଡିଲା ପାଣି ପଞ୍ଚାୟତ ରଥ : ପତାକା ଦେଖାଇ ଶୁଭାରମ୍ଭ କଲେ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୧୬ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଆରମ୍ଭ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ଏହି
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ୍ ଫେଷ୍ଟ ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରତିଷ୍ଠିତ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ ଫେଷ୍ଟ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମେନ ଦୀପକ ସାହୁ, ଭାଇସ୍‌ଚେୟାରମେନ ଶ୍ରୀମତୀ ସଙ୍ଗୀତା ସାହୁ, ଏମ୍‌ଡି ଶ୍ରୀମତୀ ବିଭାରାଜ ଗୁପ୍ତା ଫିତା
Read More...

ନାରେନ ଗ୍ରାମରେ ଚାଲିଥିବା ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜିତିଲା ବଡଗମଡ଼ା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ନାରେନ ଗ୍ରାମରେ ୨୦ତମ ସ୍ଵାମୀ ବିବେକାନନ୍ଦ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ଦିନ ଧରି ଏହି ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ
Read More...

ଟିଟିଲାଗଡ଼ ସାହିତ୍ୟ ସଂସ୍କୃତି ପକ୍ଷରୁ ଫକିର ମୋହନ ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରସ୍ଵତ ଚେତନାର ବାର୍ତ୍ତାବହ ସାହିତ୍ୟ ସଂସ୍କୃତି ଟିଟିଲାଗଡ଼ ପକ୍ଷରୁ ସଭାପତି ଜ୍ୟୋତି ପ୍ରକାଶ ଗଡତିୟାଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ଜୁନିଅର ୱିଂଗ୍‌ଠାରେ ଫକିର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ରୋକିବାକୁ ସଚେତନତା ପାଇଁ ସାଇକେଲ ରାଲି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ୱରେ ଦିନକୁ ଦିନ ମଧୁମେହ ରୋଗ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଦେଶମାନଙ୍କ ମଧ୍ୟରେ ଭାରତରେ ଏହି ରୋଗୀ ସଂଖ୍ୟା ଅଧିକ । ଦିନକୁ ଦିନ ଏହି ମଧୁମେହ ବ୍ୟାପିବାରେ ଲାଗିଛି । ମଣିଷକୁ ମଧୁମେହ ଆକ୍ରାନ୍ତ ହେଲା ପରେ ସେ ତାର ଖାଇବା ପିଇବାଠାରୁ ନେଇ
Read More...