ଟିଟିଲାଗଡ଼ରେ ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ବିଏସ୍ଏନ୍ଏଲ୍ ନେଟୱାର୍କ ଠପ୍
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସବୁଠାରୁ ପୁରୁଣା ନେଟୱାର୍କ ତଥା ଲୋକଙ୍କ ବିଶ୍ୱାସ ଯୋଗ୍ୟ ସେବା ପ୍ରଦାନ କରିଥାଏ ବିଏସ୍ଏନ୍ଏଲ୍ । ଶନିବାର ରାତିଠାରୁ ରବିବାର ସକାଳ ୮ଟା ସମୟ ବିତିଯାଇଥିଲେ ହେଁ ୧୨ ଘଣ୍ଟାରୁ ଅଧିକ ସମୟ ପାଇଁ ବିଏସ୍ଏନ୍ଏଲ୍ ନେଟୱାର୍କ କାର୍ଯ୍ୟ କରୁନି ।!-->…
Read More...
Read More...