କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣ।ମେଣ୍ଟରେ ଖେଳିବେ ଟିଟିଲାଗଡ଼ର ଶୁଭ୍ରାଂଶୁ ପାଢ଼ୀ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୭ ତାରିଖରୁ ହେବାକୁ ଥିବା କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ବଲାଙ୍ଗିର ଦଳ ଘୋଷଣା ହୋଇଯାଇଛି । ଏହି ଦଳରେ ଟିଟିଲାଗଡ଼ରୁ ସ୍ୱର୍ଗତ କ୍ରୀଡ଼ାବିତ ସୂର୍ଯ୍ୟମଣୀ ପାଢ଼ୀଙ୍କ ନାତି ଓ ସାମ୍ୱାଦିକ ସନତ ପାଢୀଙ୍କ ପୁଅ ଶୁଭ୍ରାଂଶୁ!-->…
Read More...
Read More...