ତେଲ ନଦୀ ଘାଟରେ ବାଲି ଟ୍ରାକ୍ଟର ଅଟକ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତେଲ ନଦୀ ଘାଟରେ ସକାଳୁ ସକାଳୁ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକ ଅଟକ ରଖାଯାଇଥିବା ସୂଚନା ମିଳିଛି । ପରେ ପରେ ମାଇନିଙ୍ଗ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୀର୍ଘଦିନ ହେବ ଏହି ବାଲି ଚୋରା ଚାଲାଣ!-->…
Read More...
Read More...