ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଜିଲ୍ଲାପାଳ ଦେବାଶିଷ ସିଂହ ପରିଦର୍ଶନ କରିଛନ୍ତି । ନିର୍ମାଣ ସ୍ଥଳକୁ ଯାଇ ସେ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୟରେ ଠିକା ସଂସ୍ଥାର ଅଧିକାରୀ ଓ!-->…
Read More...
Read More...