ପୋଲିସ ବ୍ୟାରେକରେ କାର୍ଯ୍ୟରତ ରିଜର୍ଭ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୋଲିସ ବ୍ୟାରେକରେ ଜଣେ ରିଜର୍ଭ ପୋଲିସ କନେଷ୍ଟବଳଙ୍କ ଅସ୍ୱାଭାବିକ ଭାବରେ ଶୋଇଥିବା ସମୟରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ପୋଲିସ ଜଣକ ଦିଲ୍ଲୀପ କୁମାର ମିଶ୍ର(୫୦) ବୋଲି ଜଣାପଡ଼ିଛି । ଦିଲ୍ଲୀପ ସୁବର୍ଣ୍ଣପୁର!-->…
Read More...
Read More...