Browsing Tag

subarnapur news

ସ୍ମାର୍ଟ ପାର୍କରେ ସଞ୍ଜ ନଇଁଲେ ଭୂତ ଭୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଞ୍ଜ ନଇଁଲେ ସ୍ମାର୍ଟ ପାର୍କରେ ବାହାରୁଛି ଭୂତ । ଏହି କଥା ଆମେ କହୁ ନାହୁଁ ଏହା କହୁଛନ୍ତି ସ୍ମାର୍ଟ ପାର୍କକୁ ବୁଲିବାକୁ ଯାଉଥିବା ଛୋଟ ଛୋଟ ଛୁଆମାନେ । ସତରେ କଣ ଭୂତ ବାହାରୁଛି ଏ ନେଇ ଆମେ ସେଠାରେ ପହଞ୍ଚିବା ସହ କରିଥିଲୁ ତର୍ଜମା ।…
Read More...

ଭିବି- ଜୀ ରାମ ଜୀ ଅଧିନିୟମ ଉପରେ କର୍ମଶାଳା : ଯୋଗଦେଲେ ସାଂସଦ ଓ ମନ୍ତ୍ରୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଟାଉନହଲ ଠାରେ ବିକଶିତ ଭାରତ- ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି, ଭିବି- ଜି ରାମ ଜି ଅଧିନିୟମ ୨୦୨୫ର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରବର୍ତ୍ତିତ…
Read More...

ଅଭିଜିତ ମଜୁମଦାରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ଵର୍ଗତ ଅଭିଜିତ ମଜୁମଦାରଙ୍କ ନିଧନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଅରବିନ୍ଦ ବାରିକଙ୍କ ସଭାପତିତ୍ୱରେ ଆହୁତ…
Read More...

ସର୍ବ ଭାରତୀୟ ଲାଲମନି କ୍ରିକେଟ : ସମ୍ବଲପୁର ଏମଏମସିସି ଚାମ୍ପିୟନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଚାଲିଥିବା ୩୭ ତମ ସର୍ବଭାରତୀୟ ଲାଲମନି ସ୍ମାରକୀ କ୍ରିକେଟର ଫାଇନାଲ ଖେଳ ଭୁବନେଶ୍ଵର ବାପୁଜୀ କ୍ଲବ୍ ଏବଂ ସମ୍ବଲପୁର ଏମଏମସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।…
Read More...

ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଧର୍ମଘଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ଅଧିକାରୀ ମାନଙ୍କ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ କରିବା ଦାବିରେ ଧର୍ମଘଟ ସୋନପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଥି ଯୋଗୁଁ ମଙ୍ଗଳବାର ଦିନ ଜିଲ୍ଲାରେ ବ୍ୟାଙ୍କସେବା ଠପ୍…
Read More...

ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ଭଗବତୀ ପ୍ଲଟ ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଶହ ଶହ ମହିଳା କଳସ ଯାତ୍ରା କରି…
Read More...

ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରାମେଶ୍ୱର ଷ୍ଟାଡିୟମ ଠାରେ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୋର ୪.୩୦ ଘଟିକା ସହରରେ ରାମଧୂନ ପରିବେଷଣ କରାଯାଇଥିଲା ଓ ଭୋର ୫.୩୦ରୁ ୬.୩୦ ଘଟିକା ପର୍ଯ୍ୟନ୍ତ…
Read More...

ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ : ଗୀତା ଯଜ୍ଞ, ନାମ ଯଜ୍ଞ ଓ ବ୍ରହ୍ମାନନ୍ଦ ଆଶ୍ରମର ପ୍ରତିଷ୍ଠା ଉତ୍ସବ…

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତ ଅନ୍ତର୍ଗତ ପୂଜାରୀ ସାହାଯବାହାଲରେ ବ୍ରହ୍ମାନନ୍ଦ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ ଅବସରରେ ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଗୀତା ଯଜ୍ଞ, ନାମ ଯଜ୍ଞ ଓ ବ୍ରହ୍ମାନନ୍ଦ ଆଶ୍ରମର ପ୍ରତିଷ୍ଠା…
Read More...

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାପାଳ ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭୁବନେଶ୍ୱର ଠାରେ ୧୬ତମ ଜାତୀୟ ମତଦାତା ଦିବସ ୨୦୨୬ (ମାଇ ଇଣ୍ଡିଆ) (ମାଇ ଭୋଟ) ରାଜ୍ୟସ୍ତରୀୟ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସମ୍ୱର୍ଦ୍ଧିତ ହୋଇଛନ୍ତି । ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଠାରୁ ଶ୍ରେଷ୍ଠ ଡିଇଓ…
Read More...

ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ସହ ଶ୍ରୀ ଗୋପାଳଜୀଙ୍କ ମନ୍ଦିର ବିଜେ

ଭବ୍ୟ ସ୍ୱାଗତ କଲେ ସହର ବାସୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଶାଳ ଶୋଭାଯାତ୍ରାରେ ଜିଲ୍ଲା କୋଷାଗାରରୁ ମନ୍ଦିର ଅଭିମୁଖେ ବିଜେ କଲେ ଶ୍ରୀ ଗୋପାଳଜୀ ଚୋରୀ ହୋଇ ଦୀର୍ଘ ୪୨ ବର୍ଷ ପରେ ସିବିଆଇ ମାଲଖାନାରୁ ସୋନପୁରକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୁ…
Read More...