Browsing Tag

subarnapur news

ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ପୁନଃ କାର୍ଯ୍ୟକ୍ଷମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଦୀର୍ଘ ୧୩ ବର୍ଷ ଧରି ୨୦୧୬ରୁ ବନ୍ଦ ରହିଥିବା ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିଥିବା ଜଣାପଡ଼ିଛି । ଡୁଙ୍ଗୁରିପାଲିର ବୁଦ୍ଧିଜୀବୀ ତଥା ରାଜନୈତିକ ସଂଗଠନ ପକ୍ଷରୁ…
Read More...

ସୁବର୍ଣ୍ଣପୁର ଗସ୍ତରେ ଏସଆଇଆର୍ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ବି. ପରମେଶ୍ୱରନ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଏସଆଇଆର୍- ୨୦୨୬ର ପୋଷ୍ଟ ଡ୍ରାଫ୍ଟ ରୋଲ୍ ପ୍ରକାଶନ କାର୍ଯ୍ୟର ସମୀକ୍ଷା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ ପାଇଁ ସ୍ଵତନ୍ତ୍ର ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶା ସରକାରଙ୍କ ଏସ୍‌ଟି ଓ ଏସ୍‌ସି…
Read More...

ଜୁଆ ଆଡ୍ଡା ଠାବ କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସିଏଚ୍‌ସି ପରିଦର୍ଶନ ସମୟରେ ନିକଟରେ ଥିବା ଏକ ଜୁଆ ଆଡ୍ଡା ଠାବ କରିଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ । ସୂଚନାରୁ ଜଣାପଡ଼ିଛି ଯେ, ମେଡିକାଲ ନିକଟରେ ଏକ ଶୌଚାଳୟ ନିର୍ମାଣ ହୋଇ ପରିତ୍ୟକ୍ତ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମ୍ୱାଦିକଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ

ଏସ୍‌ପି ଓ ସିଡିଏମଓଙ୍କୁ ଭେଟିଲେ ସାମ୍ବାଦିକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ରବିବାର ରାତିରେ ଜଣେ ଯୁବକଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମୃତକ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ…
Read More...

ରାତ୍ର ଜଗୁଆଳି ନବୀନ ସିନ୍ଧିରିଆଙ୍କ ପରଲୋକ

ଅଗଣିତ ଛାତ୍ରଛାତ୍ରୀ ଓ କର୍ମଚାରୀ ମହଲରେ ଶୋକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସୋନପୁର କଲେଜର ପ୍ରାକ୍ତନ କର୍ମଚାରୀ ତଥା ରାତ୍ର ଜଗୁଆଳି ଶ୍ରୀ ନବୀନ ସିନ୍ଧିରିଆ (୮୪) ବର୍ଷଙ୍କ ନିଜ କଳିଙ୍ଗ ନଗର ସ୍ଥିତ ବାସ ଭବନ ଠାରେ ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ…
Read More...

ସୋନପୁର ଠାରେ ହାପ୍ ଡେଲି ଷ୍ଟୋରର ଶୁଭ ଉଦ୍‌ଘାଟନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଖଦାଳପଡା ରୋଡ ପୁଷ୍ପଲତା ଗ୍ୟାସ ଏଜେନ୍ସୀ କ୍ୟାମ୍ପସ ଠାରେ "ହାପ୍ ଡେଲି ଷ୍ଟୋର" ଓଡ଼ିଶାର ୧୮ ନମ୍ବର ଶାଖା ଶୁଭ ଉଦ୍‌ଘାଟନ ହୋଇଯାଇଛି । କମ୍ପାନୀର ଏମ୍‌ଡି ଆର୍‌ଜି ଚନ୍ଦ୍ର ମୋଗନ୍‌ଙ୍କ ପରାମର୍ଶ କ୍ରମେ ମୁଖ୍ୟ ଅତିଥି ଭାବେ ଦିନେଶ…
Read More...

ଭାବବିହ୍ଵଳ ପରିବେଶରେ ଅରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କ ଅବସରକାଳୀନ…

ସୁବର୍ଣ୍ଣପୁର/ବିନିକା, (କେପିଏନ୍‌ଏସ୍‌) : ଭାବବିହ୍ଵଳ ପରିବେଶରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସସ୍ୱ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷୟିତ୍ରୀ ନମିତା ସାହୁଙ୍କ…
Read More...

ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୧୨ ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମର୍ଜେନ୍ସି ବିଭାଗରେ ଚିକିତ୍ସା…
Read More...

ମାୟାବର୍ହା ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବଲପୁରୀ ଦିନ ଧୂମଧାମରେ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରୀ ଦିନ ଅତି ଜାକଜମକରେ ପାଳିତ ହୋଇଯାଇଛି…
Read More...

ସାଗରପାଲିରେ ଯୁବକଙ୍କ ମୃତଦେହ ଉଦ୍ଧାର : ଭାଇ ଆଣିଲେ ହତ୍ୟା ଅଭିଯୋଗ

ପୋଲିସର ତନାଘନା ଜାରି, ୫ ଅଟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଥାନା ସାଗରପାଲି ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଖମ୍ବେଶ୍ୱରୀପାଲି-ବିଶିମୁଣ୍ଡା ରାସ୍ତାର ଡୁଙ୍ଗୁରିପାଲି ପାଖରେ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରାଯାଇଛି । ସୋମବାର ପ୍ରମୋଦ ମେହେର(୨୯) ନାମକ ଯୁବକଙ୍କୁ…
Read More...