Browsing Tag

sankhemundi news

ବିଲରୁ ମିଳିଲା ତିନି ଦିନରୁ ନିଖୋଜ ମହିଳାଙ୍କ ମୃତଦେହ

ସାନଖେମୁଣ୍ଡି : ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ନିଖୋଜର ତିନି ଦିନ ପରେ ମିଳିଲା ପ୍ରମୋଦିନି ନାୟକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଟି-ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁ ଗ୍ରାମ ନିକଟରୁ ମିଳିଛି ମୃତଦେହ । ସୂଚନା ଅନୁଯାୟୀ, ତିନି ଦିନ ତଳେ ନୂଆଗାଁ ଗ୍ରାମର
Read More...

କାନ୍ଥ ପଡ଼ି ୧ ମୃତ, ୧ ଆହତ

ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦାମପୁରରେ କାନ୍ଥ ପଡ଼ି ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଉଭୟ ଦୁଇ ଜଣ ସାଙ୍ଗ ବୋଲି ଜଣାପଡ଼ିଛି । ମୃତକ ଜଣକ ପ୍ରଶାନ୍ତ ମଲ୍ଲିକ ଓ ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସୁକାନ୍ତ ମଲ୍ଲିକ । ଗତକାଲି ବିଳମ୍ବିତ ରାତିରେ
Read More...

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍ : ୧ ମୃତ, ୪ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଖଇରପଙ୍କର ଲିଙ୍ଗା କନିଆରୀ । ସୂଚନା ଥନୁଯାୟୀ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶି ଗାଁରୁ ମା'
Read More...

ତପ୍ତପାଣି ଘାଟିରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟି ବେଲଗଡ଼ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରାୟଗଡ଼ା ଜେକେ ପେପରରୁ ଓଡ଼ି ୧୮ଜି୦୩୬୮ ନଂ ଟ୍ରକ କଟକ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟୀରେ ଏହି ଦୁର୍ଘଟଣା ଘଟିଛି । ଏହି
Read More...

ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଜେଲ୍ ଗଲେ ପୂର୍ବତନ ସରପଞ୍ଚ ଓ ସମବାୟ ସମିତି ସଭାପତି

ସାନଖେମୁଣ୍ଡି : ବୃଦ୍ଧଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବା ସହ ହତ୍ୟା ଧମକ୍‌ ଦେବା ଅଭିଯୋଗରେ ଜେଲ୍ ଗଲେ ପୂର୍ବତନ ସରପଞ୍ଚ ଓ ସମବାୟ ସମିତି ସଭାପତି । ସୂଚନା ଅନୁସାରେ, ଗତ ୩୧ ତାରିଖ ସନ୍ଧ୍ୟାରେ ଗୌତମୀ ଗ୍ରାମର ରାଜ କୁମାର ଲେଙ୍କା (୬୦)ଙ୍କୁ ଗୌତମୀ ବାବାଜୀବନ୍ଧ ସାହି ନିକଟରେ ମାଡ ମାରି
Read More...

କାର୍‌ ଓ ବାଇକ୍ ମୁହାଁମୁହିଁ ଧକ୍କା

ସାନଖେମୁଣ୍ଡି : ପାଟପୁର ଥାନା ପୋଡ଼ାମାରି ରାଜନାପଲ୍ଲୀ ରାସ୍ତା ନିକଟରେ କାର୍‌ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗଞ୍ଜାମ-ଗଜପତିକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପୋଡ଼ାମାରି ରାଜନାପଲ୍ଲୀ ନିକଟରେ ବ୍ରହ୍ମପୁର
Read More...

ଖେଳ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ପଛପଟୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରାମଗିରି ଗ୍ରାମର ସୀମାଞ୍ଚଳ ସାହୁ (ବୟସ ୨୫ ବର୍ଷ) । ସୀମାଞ୍ଚଳଙ୍କ ମୃତଦେହ ପାଖରେ ତାଙ୍କ ମୋବାଇଲ୍ ଓ ଜୋତା
Read More...

କାର ପଶିଲା ଦୋକାନ ଭିତରକୁ : ୩ ଗୁରୁତର ଆହତ

ସାନଖେମୁଣ୍ଡି : ଦୋକାନ ଭିତରକୁ ପଶିଗଲା କାର ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭୁବନେ‌ଶ୍ୱରରୁ ରାୟଗଡା ଅଭିମୁଖେ ଯିବା ରାସ୍ତା ପାଟପୁର ଥାନା ଅନ୍ତର୍ଗତ ଉଷ୍ଣ ପ୍ରସବଣ ତପ୍ତପାଣି ଘାଟି ସମ୍ମୁଖରେ ଥିବା ଦୋକାନ ଭିତରେ କାରଟି ପଶି ଯାଇଥିଲା ଫଳରେ ଘଟଣା‌ସ୍ଥଳରେ ୩ ଗୁରୁତର ଆହତ
Read More...

ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ

ସାନଖେମୁଣ୍ଡି, (କେପିଏନ୍‌ଏସ୍‌) : କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଏହି ଅଘଟଣ ବିଲମ୍ବିତ ରାତିରେ ଘଟିଛି ବୋଲି ଖବର ମିଳିଛିି । ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଭଂଜନଗର ଡାକ୍ତରଖାନା ଓ ପରେ ଉଚ୍ଚ ଚିକ୍ରିସା ପାଇଁ ବ୍ରହ୍ମପୁର ବଡ
Read More...