Browsing Tag

sambalpur news

୨୭ରେ ସମ୍ବଲପୁର ସମଲେଇ ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ଆଜିଠୁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ

ସମ୍ବଲପୁର : ସମ୍ବଲପୁର ସମଲେଇ ପ୍ରକଳ୍ପ ଆସନ୍ତା ୨୭ ତାରିଖରେ ଉଦ୍‌ଘାଟିତ ହେବ । ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ । ସେପଟେ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଖବର ଅନୁଯାୟୀ ସକାଳ ୬ ଘଟିକା ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ପୂଜକଙ୍କ ଦ୍ଵାରା ମା' ସମଲେଶ୍ଵରୀଙ୍କ
Read More...

ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ପୁଣି ଲୋକଙ୍କ ରାସ୍ତାରୋକ

ସମ୍ବଲପୁର : ବସ୍ ଦୁର୍ଘଟଣାରେ ନାବାଳକର ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୁଣି ରାସ୍ତାରୋକ । ଦୁର୍ଘଟଣା ଘଟିଥିବା ସ୍ଥାନରେ ନାବାଳକର ମୃତଦେହ ରଖି ରାସ୍ତାରୋକ ଜାରି ରହିଛି । ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଅଟକ ରଖିଥିବା ଆନ୍ଦୋଳନକାରୀଙ୍କୁ ଛାଡିବାକୁ ଦାବି
Read More...

ଟୁରିଷ୍ଟ ବସ୍‌ ଧକ୍କାରେ ନାବାଳକ ମୃତ ଘଟଣା

ସମ୍ବଲପୁର : ସମ୍ବଲପୁର ଟୁରିଷ୍ଟ ବସ୍‌ ଧକ୍କାରେ ନାବାଳକ ସ୍କୁଟି ଆରୋହୀ ମୃତ୍ୟୁ ଘଟଣା । ଉତ୍ତେଜନା ପରେ ଆଜି ଶାନ୍ତ ରହିଛି ପରିସ୍ଥିତି । ଗତକାଲି ରାତିରେ ପୋଲିସ ଲାଠି ଚାଳନା କରି ଉତ୍ତେଜନାକାରୀଙ୍କୁ ଘଉଡାଇବାରେ ସଫଳ ହୋଇଥିଲା । ଏପିରିକି ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଅଟକ ରଖିବା
Read More...

ବିଜୟିନୀର ସମସ୍ତ ପଢା ଖର୍ଚ୍ଚ କରିବି ବହନ ପାଇଁ ପ୍ରତିଶୃତି ଦେଲେ ଡାକ୍ତର ରାମଚନ୍ଦାନୀ

ସମ୍ବଲପୁର : ଭିମ୍‌ସାର୍‌ରେ ଚିକିତ୍ସାଧୀନ ଥିବା ରେଙ୍ଗାଲି ବ୍ଲକ ଲାରିପାଲରେ ବୋର୍‌ୱେଲ୍‌ରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀକୁ ନେଇ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜୟିନୀର ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ଖବର ସମସ୍ତଙ୍କୁ ଯେତିକି ଖୁସି ଦେଇଛି ବିଜୟିନୀର ମାଆ ବାପାଙ୍କୁ ଚିହ୍ନଟ
Read More...

ନୂଆ ପରଭାରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ଵରୀ

ସମ୍ୱଲପୁର : ନୂଆ ପରଭାରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ଵରୀ । ନୂଆ ବର୍ଷରେ ନୂଆ ରୂପା ପରଭା ଓ ଛତରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ସମଲେଶ୍ଵରୀ । ସକାଳ ୫ଟାରେ ମଙ୍ଗଳ ଆଳତି ଓ ନୀତିକାନ୍ତି ସରିଲା ପରେ ସକାଳ ୬ଟାରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ତେବେ ନୂଆ ବର୍ଷରେ ମାଆ
Read More...

ଭିଜିଲାନ୍ସ ଜାଲରେ ଏସ୍‌ଡିଜେ ପ୍ଲାନିଂ ମେମ୍ବର

ସମ୍ବଲପୁର : ଏସ୍‌ଡିଜେ କେଲେଙ୍କରୀ ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ାଉ । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ ୨ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ଖବର ଅନୁଯାୟୀ, ଆୟ ବହିର୍ଭୂତ
Read More...

ଯାହାକୁ ରଖିବେ ଅନନ୍ତ……

ସମ୍ବଲପୁର, (କେପିଏନ୍‌ଏସ୍‌) : ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଏହି ଉକ୍ତି ଆଜି ସତ ହୋଇଛି । ଏଭଳି ଏକ ଚମତ୍କାର ଘଟଣା ଲୋକ ଲୋଚନକୁ ଆସିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅନ୍ତର୍ଗତ ଲାରିପାଲି ଗାଁରେ । କେହି ଜଣେ କୁଆଁରୀ ମା’ ଲୋକଲଜ୍ଜା ପାଇଁ ଏକ ନବଜାତକକୁ ଫିଙ୍ଗି ଦେଇ
Read More...

ପୁଣି ବୋର୍‌ୱେଲ୍‌ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା

ସମ୍ବଲପୁର : ପୁଣି ବୋର୍‌ୱେଲ୍‌ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା । ସମ୍ବଲପୁର ରେଙ୍ଗାଲି ଲାରିପାଲିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଛୁଆର କାନ୍ଦ ଶୁଣାଯାଉଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ପାଇପ୍‌ ଦ୍ୱାରା ଶିଶୁକୁ ଏବେ
Read More...

ସମ୍ବଲପୁରର ମାଲଗୁଣ୍ଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ସମ୍ବଲପୁର : ସମ୍ବଲପୁରର ମାଲଗୁଣ୍ଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ
Read More...

୧୧ କେଭି ଭୂତଳ ବିଦ୍ୟୁତ କେବୁଲ କାର୍ଯ୍ୟକ୍ଷମ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଐତିହାସିକ ପ୍ରକଳ୍ପ ସମଲେଇ ଯୋଜନା ଅଧିନରେ କମଳି ବଜାରଠାରୁ ବଡବଜାର ଏବଂ ମାଁ ସମଲେଶ୍ୱରୀ ମନ୍ଦିର ପାଶ୍ୱ ଦେଇ ଭୂତଳ ୧୧ କେଭି ବିଦ୍ୟୁତ କେବୁଲକୁ କାର୍ଯ୍ୟକ୍ଷମ କରାଯାଇଛି । ଏହି ବିଦ୍ୟୁତ କେବୁଲ (ତାର)ରେ ବିଦ୍ୟୁତ
Read More...
error: Content is protected !!