କୁଇକେଡା ପଞ୍ଚାୟତ ସମିତି ସଭ୍ୟଙ୍କ ପରଲୋକ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ସମିତି ସଭ୍ୟ ଚାନ୍ଦୁଲାଲ ଭୋଇଙ୍କ ହୃଦ୍ଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହେଉଥିଲା । ସେ ଆଜି ସକାଳ ସମୟରେ ଅସୁସ୍ଥ ଅନୁଭବ କହି ହଠାତ୍ ପଡି ଯାଇ ତାଙ୍କ ମୃତ୍ୟୁ ଘଟିଥିଲା । ସେ!-->…
Read More...
Read More...