Browsing Tag

saintala news

ବିଦ୍ୟୁତ ତାର ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ : ମାରୁତି ଗାଡି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ସଇଁତଲା : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବିଦ୍ୟୁତ ତାର ଚୋରି ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏ ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି । ଏନେଇ ଥାନା…
Read More...

ବୁଢାବାହାଲରେ ପଞ୍ଚାୟତସ୍ତରୀୟ ଯାଦବ ଭବନ ଗୃହ ଉଦ୍‌ଘାଟିତ

ସଇଁତଲା,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବୁଢାବାହାଲ ପଞ୍ଚାୟତ ଠାରେ ଗୁରୁବାର ଯାଦବ ଭବନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ମହାସଭାର ସଭାପତି ଲକ୍ଷଣ ବାଗ ଯୋଗଦାନ କରି ସମସ୍ତ…
Read More...

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢାବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବରୁଣ କୁମାର ସାହୁଙ୍କୁ ସ୍କୁଲ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ସଇଁତଲାରେ ମହାଶିବରାତ୍ରି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଂସ ଦରବାର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଲାନ୍ଥନଦୀ କୂଳରେ ଥିବା ଭୂତେଶ୍ୱର ବାବା ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହାଶିବରାତ୍ରି ମେଳା ଉପଲକ୍ଷେ ମଙ୍ଗଳବାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ…
Read More...

ବେଲଗାଁରେ କେନ୍ଦୁପତ୍ର ତୋଳାଳି ସଂଘର ଆନ୍ଦୋଳନ : ୧୨ ମାସ କାର୍ଯ୍ୟବୃଦ୍ଧି ଦାବି

ସଇଁତଲା, (ଖୁସିରାନୀ ସାହୁ) : ଓଡିଶା କେନ୍ଦୁପତ୍ର ତୋଳାଳି ସଂଘ ପକ୍ଷରୁ ବିଭିନ୍ନ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଆନ୍ଦୋଳନ କରୁଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ବେଲଗାଁ ରେଞ୍ଜ ଠାରେ ଆଜି କେନ୍ଦୁପତ୍ର ତୋଳାଳି ସଂଘର ଆନ୍ଦୋଳନ ଦେଖିବାକୁ ମିଳିଥିଲା । କେନ୍ଦୁପତ୍ର…
Read More...

ଜଳୁଛି ଜଙ୍ଗଲ, ନିଦା ବିଷ୍ଣୁ ବନ ବିଭାଗ

ସଇଁତଲା, (ଖୁସିରାନୀ ସାହୁ) : ଟିଟିଲାଗଡ଼ରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଙ୍ଗଲରେ ନିଆଁ ଲାଗି ତାତି ବଢ଼ିବାରେ ଲାଗିଛି । ଟିଟିଲାଗଡ଼ ବନଖଣ୍ଡ ସଇଁତଲା ବ୍ଲକ ଘୁନସର ଜଙ୍ଗଲରେ ନିଆଁ ଲାଗି ଅନେକ ଗଛ ପୋଡି ପାଉଁଶ ହୋଇ ଯାଇ ଥିବାବେଳେ ନିଦା ବିଷ୍ଣୁ ସାଜିଛି ବନ ବିଭାଗ ।…
Read More...

ହୋହାଲ୍ଲାରେ ଶେଷ ହେଲା ସଇଁତଲା ବ୍ଲକର ମନରେଗା ଜନ ଶୁଣାଣି

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମ ପଂଚାୟତର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତାରେ…
Read More...

ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ ଶିବିର

ସଇଁତଳା, (କେପିଏନ୍‌ଏସ୍‌) : ବ୍ଲକସ୍ତରୀୟ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଏକଦିବସୀୟ ପ୍ରଶିକ୍ଷଣ ଶିବିର ସଇଁତଳା ସରକାରୀ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନୟ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ସଇଁତଲାରେ ସାମ୍ବାଦିକ ସଂଘର ସମ୍ବର୍ଦ୍ଧନା ସଭା ଓ ସାଧାରଣ ବୈଠକ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବେକାନନ୍ଦ ପାଠାଗାର ପରିସରରେ କାର୍ଯ୍ୟରତ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି…
Read More...

କଣ୍ଟାବାଞ୍ଜିରୁ ୧୨ଟି ବୋମା ଜବତ ଘଟଣା : ଦୁଇ ଜଣ କର୍ମଚାରୀ ନିଲମ୍ବିତ

ସଇଁତଲା, (ଖୁସିରାନୀ ସାହୁ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ୧୨ଟି ବୋମା ଜବତ ଘଟଣାରେ ଦୁଇ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସଇଁତଲା ଥାନା ବଡ଼ମାଲ ଗୋଳାବାରୁଦ କାରଖାନାର ଦୁଇ ଜଣ କର୍ମଚାରୀ କାର୍ୟ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ନିଲମ୍ବିତ ହୋଇଥିବା…
Read More...