Browsing Tag

rourakela news

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମ୍ପାଦକ ବୈଷ୍ଣବ ଚରଣ ମହାପ୍ରଭୁଙ୍କ ଅଧ୍ୟକ୍ଷତାରେ ମହର୍ଷି ବାଲ୍ମୀକି ରାମାୟଣର ଉପାଦେୟତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୁଖ୍ୟ
Read More...

ମଧୁସୂଦନ ପାଠାଗାରରେ ମହର୍ଷି ବାଲ୍ମୀକି ଓ ରାମାୟଣ ଗାଥା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନିର୍ମଳ ମୁଣ୍ଡା ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସରରେ ମହର୍ଷି ବାଲ୍ମୀକୀି ଓ ରାମାୟଣ ଗାଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନଗର ଶାଖାର ସଭାପତି
Read More...

୪ର୍ଥ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୪ ଓ ୫ରେ

ଅସୀମା, ଶଶାଙ୍କ, ଅନୁଗୁଳିଆ ବଣ୍ଟି ହେବେ ଆକର୍ଷଣର କେନ୍ଦ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ସାଂସ୍କୃତିକ ପରିଷଦର ଚତୁର୍ଥ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ନଭେମ୍ବର ମାସ ୪ ଓ ୫ରେ ପାଳନ ହେବ ବୋଲି ସୂଚନା ଦିଆଯାଇଛି । ଆଜି ପାନପୋଷ ସ୍ଥିତ ତ୍ରିଦେବ ହୋଟେଲ ଠାରେ
Read More...

ପୂଜା ମଣ୍ଡପର ନବୀକରଣ ଓ ନାଟକ ପୁର୍ନବିବାହ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗରସ୍ଥିତ କୋଏଲ କ୍ଲବ ପୂଜା ମଣ୍ଡପର ନବୀକରଣ ଓ ହାସ୍ୟ ରସାତ୍ମକ ନାଟକ ପୁର୍ନବିବାହ ମଞ୍ଚସ୍ଥ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ରନାଥ ନାୟକଙ୍କ ସଭାପତିତ୍ୱ, ସମ୍ପାଦିକା ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ୱ ଓ ମୁଖ୍ୟ ସଂଯୋଜକ ଦିଲ୍ଲୀପ
Read More...

ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ଦେବା ସହ ଭାରତର ସଂସ୍କୃତି ଓ ସଂସ୍କାର ଦେବା ଉଦ୍ଦେଶ୍ୟରେ ଚିନ୍ମୟ ମିଶନର ପ୍ରତିଷ୍ଠାତା ବ୍ରହ୍ମଲୀନ ସ୍ୱାମୀ, ଚିନ୍ମୟ। ନନ୍ଦ ଚିନ୍ମୟ ବିଦ୍ୟାଳୟମାନ ପ୍ରତିଷ୍ଠିତ କରିଯାଇଛନ୍ତି । ଏହି କ୍ରମରେ ସମଗ୍ର ଭାରତ ବର୍ଷରେ
Read More...

ଡା. ଏ. ଏନ୍. ଖୋସଲା ଡି.ଏ.ଭି. ପବ୍ଲିକ ସ୍କୁଲରେ ୱାଲ୍‌ଡ ଫୁଡ୍‌ଡେ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଡା. ଏ. ଏନ୍. ଖୋସଲା ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ୱାଲ୍‌ଡ ଫୁଡ୍ ଡେ ପାଳନ କରାଗଲା । ଏହାର ବିଷୟ ଥିଲା ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ପୋଷ୍ଟିକ ଖାଦ୍ୟ ଖାଇବାର ଜାଗରୁକତା ଆଣାଗଲା ଏବଂ ଜଙ୍କ ଫୁଡ୍
Read More...

ଅର୍ଥନୀତି ବିଜ୍ଞାନର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ, ରାଉରକେଲା କଲେଜ, ରାଉରକେଲାର ଅର୍ଥନୀତି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଡ. ରବିନ୍ଦ୍ର କୁମାର ଜେନାଙ୍କ
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦିହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସେକ୍ଟର ୧୪ ସ୍ଥିତ ଶାନ୍ତିନଗର ବସ୍ତିଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସହ ମାଗଣା ପୋଷାକପତ୍ର ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନର ମୁଖ୍ୟ ଦିପ୍ତୀ ସୁନ୍ଦରାୟ ଓ ସମ୍ପାଦିକା ଲୀନା
Read More...

ହାପି ମୋମେଣ୍ଟସର ଦଶମ ଶ୍ରାବଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ଦଶମ ଶ୍ରାବଣ ଉତ୍ସବ ୨୦୨୫ ସେକ୍ଟର ୨ସ୍ଥିତ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି
Read More...

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର କାର୍ଯ୍ୟାଳୟର ନବୀକରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର କାର୍ଯ୍ୟାଳୟକୁ ନବୀକରଣ କରାଯାଇଛି । ଏହି ନବୀକରଣ କାର୍ଯ୍ୟରେ ମହାସଭାର ଉପଦେଷ୍ଟା ଡାକ୍ତର ଗୋପବନ୍ଧୁ ବଳ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ସମସ୍ତ ସଭ୍ୟଙ୍କ
Read More...