Browsing Tag

rourakela news

ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷା ମଧୁସ୍ମିତା ସେନ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ପ୍ରାକ୍ତନ ସଭାପତି ରୋଟାରୀଆନ…
Read More...

ଇସ୍ପାତ ମାର୍କେଟରେ ପଣ୍ଡିତ ନେହେରୁଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟ ପରିସରରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇସ୍ପାତ ମାର୍କେଟ ବଣିକ କଲ୍ୟାଣ ସଂଘର ଉପଦେଷ୍ଟା ଏମ୍‌ଡି ଇମାମୁଦ୍ଦିନ ମୁଖ୍ୟ ଅତିଥି, ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଓ କେଦାରନାଥ…
Read More...

ଶିଶୁଦିବସ ପାଳନ ସହ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଶିଶୁଦିବସ ପାଳନ ସହ ସପ୍ତାହ ବ୍ୟାପି ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ…
Read More...

ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂପ୍ରତି ରାଉରକେଲାଠାରେ ରେଳ ଡିଭିଜନ କରିବା ପାଇଁ ବିଭିନ୍ନ ସାମାଜିକ ଓ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବୀ କରିଆସୁଛନ୍ତି । ଏହି ଦାବୀ ସହ ଅନ୍ୟାନ୍ୟ ଦାବୀ ନେଇ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଆବାହକ ସୁମନ…
Read More...

ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ଓ ଯଜ୍ଞକାର୍ଯ୍ୟ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ମିଶ୍ର ଖଟାଲ ନିକଟସ୍ଥ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ସହ ଯଜ୍ଞକାର୍ଯ୍ୟ ସଂପନ୍ନ ହୋଇଯାଇଛି । ଏହି ଉତ୍ସବ ଗତ ୯ ତାରିଖରୁ ଆରମ୍ଭ ହୋଇ ଏହା ୪ଦିନ ଧରି ଚାଲିଥିଲା । ରାମେଶ୍ୱର ମହାଦେବ ମନ୍ଦିର କମିଟିର ସଭାପତି ଜଗନ୍ନାଥ…
Read More...

ରାଉରକେଲାରେ ରେଳ ଡିଭିଜନ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡା ଗ୍ରସ୍ତ ଅବସରରେ ଉତ୍ତର ଓଡିଶା ରେଳ ସମନ୍ବୟ ସମିତି ଓ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟି ତରଫରୁ ଝାରସୁଗୁଡା ସର୍କିଟ ହାଉସ୍‌ଠାରେ ବିଭିନ୍ନ ଦାବୀ ନେଇ ସ୍ମାରକପତ୍ର ମାନ ପ୍ରଦାନ କରାଯାଇଛି ।…
Read More...

ରାଉରକେଲାର ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟକଳା ପ୍ରତି ସମର୍ପିତ ୨୪ଗୋଟି ନାଟ୍ୟସଂସ୍ଥା (ରଂଗମଂଚ, ପ୍ରୟାସ, ସ୍ପନ୍ଦନ, ସଂପର୍କ, ସଂ କଳ୍ପ, ମହୁମାଛି, ପ୍ରତିଧ୍ବନି, ସ୍ବସ୍ତି ଝଙ୍କୃତ, ନ୍ୟୁ କ୍ବେଷ୍ଟ ରିପୋର୍ଟରୀ, କଳାକାର ଏକତା ମଂଚ, ବିଲିଭର, ଆମେ ନାଟୁଆ, ସାରନା ନବଯୁବକ ସଂଘ, କଲଚରାଲ…
Read More...

ଛେଣ୍ଡ ପବ୍ଲିକ୍ ସ୍କୁଲରେ ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ସପ୍ତାହ ବ୍ୟାପି ଆତ୍ମରକ୍ଷା କୌଶଳ ଶିବିର ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ଆସନ୍ତା ୧୪ତାରିଖ ପର୍ୟ୍ୟନ୍ତ ଚାଲିବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
Read More...

ରାଉରକେଲା ଷ୍ଟିଲ ମଜଦୁର ୟୁନିୟନର ନିର୍ବାଚନୀ ଇସ୍ତାହାର ଘୋଷଣା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଥିବା ଇସ୍ପାତ କାରଖାନାର ସ୍ବୀକୃତି ନିର୍ବାଚନରେ ଏଆଇଟିୟୁସି ସହ ବନ୍ଧିତ ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ ହାତୁଡି ଚିହ୍ନରେ ନିର୍ବାଚନ ଲଢୁଛି । ଏଥିପାଇଁ ତାର ନିଜସ୍ୱ କାର୍ୟ୍ୟାଳୟ ସେକ୍ଟର ୫ଠାରେ ତାର ନିର୍ବାଚନୀ…
Read More...

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ସେକ୍ଟର ୩ଖଡ୍ଗ ଭବନଠାରେ ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଯଦୁମଣି ସ୍ବାଇଁଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ଶଶଧର…
Read More...