Browsing Tag

rourakela news

ଆର୍‌ଏସ୍‌ପିର ପଦକ୍ଷେପକୁ ପ୍ରଶଂସା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସେପ୍ଟେମ୍ବର ୨୦ତାରିଖ ଦିନ ଉତ୍କଳ ନବଜୀବନ ମଣ୍ଡଳ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କର୍ମକର୍ତ୍ତାବୃନ୍ଦ ରାଉରକେଲା ଇସ୍ପାତ କାରଖାନାର ଇଡି, ପି ଆଣ୍ଡ ଏ ଶ୍ରୀ ପି.କେ. ଶତପଥୀଙ୍କୁ ଦେଖାକରି ରାଉରକେଲାରେ ଥିବା ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି…
Read More...

ନିଆରା ଜନ୍ମଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଶ୍ମିରେଖା ଧରଙ୍କର ୨୫ତମ ଜନ୍ମଦିବସ ଥିଲା ବାସ୍ତବିକ ଅତ୍ୟନ୍ତ ନିଆରା । ସାରା ଜଗତର ଲୋକେ ୨୫ ଡିସେମ୍ବରକୁ ବଡ଼ଦିନ ରୂପେ ପାଳନ କରିଥାନ୍ତି । ରଶ୍ମିଙ୍କର ଜନ୍ମ ଏହି ଦିନରେ ବୋଲି ସେ ନିଜକୁ ଖୁବ୍ ଭଗ୍ୟାଶାଳୀ ବୋଲି ମନେ କରନ୍ତି, କି ସାରା ଜଗତର…
Read More...

ଆରୋଗ୍ୟର ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ଆରୋଗ୍ୟ ଜନସେବା କେନ୍ଦ୍ରଠାରେ ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ମାସର ପ୍ରତ୍ୟେକ ରବିବାର ଦିନ ଏହି ଶିବିର ଅନୁଷ୍ଠିତ ହୋଇଥାଏ । ଗରିବ ଲୋକ ଓ ବରିଷ୍ଠ ନାଗରିକମାନେ ଏହାର ସୁବିଧା ନେଇଥାନ୍ତି…
Read More...

ମ୍ୟୁଜିକ ସର୍କଲରେ ବିଜୟା ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲଠାରେ ବିଜୟା ଉତ୍ସବ ସରକାରୀ ନୀତି ନିୟମ ଅନୁସାରେ ପାଳିତ ହୋଇଯାଇଛି । ଇଂ ପ୍ରତାପ କୁମାର ରାୟଙ୍କ ସଭାପତିତ୍ୱ ଓ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି…
Read More...

ହୃଷିକେଶ ରାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ କ୍ୟାମ୍ପ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତରଫରୁ ବାଗବୁଡି ବସ୍ତିରେ ଚାଲିଥିବା ସପ୍ତାହବ୍ୟାପୀ ଏନ୍‌ଏସ୍‌ଏସ୍‌ (ଜାତୀୟ ସେବା ଶିବିର)କ୍ୟାମ୍ପ ସଂପନ୍ନ ହୋଇଛି । ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ…
Read More...

ହମିରପୁର ଉନ୍ନୟନ ପରିଷଦର ବଡଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଗତକାଲି ବଡଦିନ ଓ ନବବର୍ଷ ପାଳନ କରାଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ବ ଓ ନିରଞ୍ଜନ ଦାଶଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଆଇଜିଏଚ୍‌ର ବରିଷ୍ଠ ଡାକ୍ତର ଲକ୍ଷ୍ମୀ ନାରାୟଣ ବିଶ୍ବାଳ ମୁଖ୍ୟ…
Read More...

ହୃଷିକେଶ ରାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ କ୍ୟାମ୍ପ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତରଫରୁ ବାଗବୁଡି ବସ୍ତିରେ ଚାଲିଥିବା ସପ୍ତାହବ୍ୟାପୀ ଏନ୍‌ଏସ୍‌ଏସ୍‌ (ଜାତୀୟ ସେବା ଶିବିର)କ୍ୟାମ୍ପ ସଂପନ୍ନ ହୋଇଛି । ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ…
Read More...

ରାମକୃଷ୍ଣଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଶାସକରୁ ରାଜନେତା ପାଲଟିଥିବା ବର୍ଷିୟାନ ନେତା, ପୂର୍ବତନ ମନ୍ତ୍ରୀ, ଓଡିଶା ବିଧାନସଭାରେ ବିରୋଧୀ ଦଳର ପୂର୍ବତନ ନେତା, ଗଂଜାମ ମାଟିର ସୁଯୋଗ୍ୟ ସନ୍ତାନ ରାମକୃଷ୍ଣ ପଟ୍ଟନାୟକଙ୍କ ଆଜି ସକାଳେ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଜଣେ…
Read More...

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସାହିତ୍ୟ ଖଟି ତରଫରୁ ଇସ୍ପାତ ମାର୍କେଟଠାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆବାହକ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ସୁମନ ଦତ୍ତ ମୁଖ୍ୟ…
Read More...

ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ର ଗୀତାରାଣୀ ବେହେରାଙ୍କ ଆବାହକତ୍ୱରେ ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ କରାଯାଇଛି । ବିଶ୍ବନାଥ ଆଇଚଙ୍କ ସଂଯୋଜନାରେ ଆୟୋଜିତ ଏହି ପାଠଚକ୍ରରେ ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ, ଡାକ୍ତର ପ୍ରଶାନ୍ତ ପାତ୍ର ଓ ଗୋଦାବରୀଶ ପରିହାରୀ…
Read More...