Browsing Tag

rourakela news

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଂପାଦକ ତଥା ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ରାଇସ ଅନୁଷ୍ଠାନ ତରଫରୁ ନାରାୟଣ ସେବା ଓ ଭଜନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗରରେ ଥିବା ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ କମ୍ପୁଟର ଏଜୁକେସନ (ରାଇସ) ଅନୁଷ୍ଠାନ ତରଫରୁ ତର୍କରା ସ୍ଥିତ ଶିବ ମନ୍ଦିର ଠାରେ ନାରାୟଣ ସେବା ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ବୈଦିକ ବିଦ୍ୟାଳୟର ଅନ୍ତେବାସୀ,…
Read More...

ଛେଣ୍ଡ କଲୋନୀ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟର ଶୁଭାରାମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁଦିନର ଦାବୀକୁ ପ୍ରଶାସନ ଗ୍ରହଣ କରି, ଆର୍‌ଏମ୍‌ସି ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ୭୧ ଲକ୍ଷ ଟଙ୍କା ବ୍ୟୟରେ କରାଯିବା ପାଇଁ ରାଉରକେଲାର ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା । ମାର୍କେଟର ସଭାପତି…
Read More...

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇଏମଏଫଆଇ ରିଦିମ୍ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ମନୋଜ୍ଞ ସଂଗୀତ କାର୍ଯ୍ୟକ୍ରମ ‘ଓସନ୍ ଅଫ୍ ମ୍ୟୁଜିକ୍‌’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି…
Read More...

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ତରଫରୁ ସଚ୍ଚିଦାନନ୍ଦ ସ୍ମାରକୀ ବକୃତାମାଳା ଓ ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନାଚକ୍ର ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିଦିବସୀୟ…
Read More...

ରାଉରକେଲା କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ଓ ସତର୍କତା ଜାଗ୍‌ରୁକତା ସପ୍ତାହ ଓ ପ୍ରତିଜ୍ଞାପାଠ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର 'ଜାତୀୟ ସେବା ଯୋଜନା'ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ 'ରାଷ୍ଟ୍ରୀୟ ଏକତା ଦିବସ' ଓ 'ଶପଥ ପାଠ' ତଥା 'ସତର୍କତା ଜାଗ୍‌ରୁକତା ସପ୍ତାହ' ଓ…
Read More...

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀ ଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

ଭଗବତୀ ଓ ଗୁରୁଚରଣ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ ରାଉରକେଲା, (ସସ୍ମିତା ପ୍ରଧାନ) : ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁଚରଣ ପଟ୍ଟନାୟକ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ । ଓଡିଶାରେ ସାମ୍ୟବାଦୀ ସଂଗଠର ପ୍ରାଣ ପ୍ରତିଷ୍ଠାତା ଉଭୟ ମନିଷୀଙ୍କ ଦିଗଦର୍ଶନ ଆମ୍ଭମାନଙ୍କ ଜୀବନୀ ଓ ଲେଖନୀର ପ୍ରେରଣାର…
Read More...

‘ଦି ମେଲୋଡି ଭାଇବ୍ସ’ ପକ୍ଷରୁ ରଙ୍ଗାରଙ୍ଗ ସଙ୍ଗୀତ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଙ୍ଗୀତ ହିଁ ଜୀବନର ପରିଭାଷା । ଯାହାକୁ ଆଧାର କରି 'ଦି ମେଲୋଡି ଭାଇବ୍ସ' ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ମନଛୁଆଁ ଓଡ଼ିଆ ସଙ୍ଗୀତର ଚିତ୍ତାକର୍ଷକ କାର୍ଯ୍ୟକ୍ରମ 'ସୁନେଲି ସନ୍ଧ୍ୟା' । ରାଉରକେଲାର ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆୟୋଜିତ…
Read More...

ସେଲ୍‌ ଓ ଏଏଆଇ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ରାଉରକେଲା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଓ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଫଳରେ ରାଉରକେଲାରେ ବିମାନ ସେବା ଆରମ୍ଭର ପଥ ପରିଷ୍କାର ହୋଇଛି । ସେଲ୍‌ର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ…
Read More...

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ଧମୁଣ୍ଡା ରୟାଲ କ୍ଲବ ତରଫରୁ ସେକ୍ଟର ସି ୧୦ ନମ୍ବର ପଡିଆଠାରେ ରୟାଲ ଚାଲେଞ୍ଜ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ମୁଖ୍ୟ ଅତିଥି, ଆଇ ରାଜା, ଯୁବନେତା ରଞ୍ଜନ ନାୟକ ଓ…
Read More...