Browsing Tag

rourakela news

କୋଇଡା ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ମାତୃଜାତିର ସହଭାଗୀତା ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ନାରୀ ହେଉଛି ପରିବାରର କେନ୍ଦ୍ରବିନ୍ଦୁ । ସେ ଜନନୀ ରୂପରେ ହେଉ କି ଜାୟା ରୂପରେ ହେଉ । ତା'ଛଡା ନାରୀ ହେଉଛି ଏକ ଘରର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ତେଣୁ ମାତୃଜାତିର ସହଭାଗୀତା ବିନା ଏକ…
Read More...

ଆମେ ସ୍ୱପ୍ନ ଦେଖିଥିଲେ ସ୍ୱପ୍ନ ଦେଖାଇ ପାରିବା, ମା’କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା : କୁମରବର ଦାସ

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ପ୍ରଥମ ଗ୍ଲୋବାଲ ମିଟ୍ ଅନୁଷ୍ଠିତ ରାଉରକେଲା, (ସସ୍ମିତା ପ୍ରଧାନ) : ଆମେ ସ୍ୱପ୍ନ ଦେଖିଥିଲେ ସ୍ୱପ୍ନ ଦେଖାଇ ପାରିବା, ଆମେ ଭଲ ଖାଇଥିଲେ ଭଲ ଖୁଆଇ ପାରିବା, ମା'କୁ ଭଲପାଉ ନଥିବା ବ୍ୟକ୍ତି କାହାର ବି ହୋଇପାରେନା ବୋଲି ଅତିଥି…
Read More...

ସେକ୍ଟର ୭ ସ୍ଥିତ ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା କାଲି ସୋମବାରଠାରୁ ୩/୨/୨୩ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ରୁଦ୍ର ମହାଯଜ୍ଞ, ବିଗ୍ରହ ଓ ଅଟ୍ଟାଳିକା ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୭, ବି ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି…
Read More...

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ଜିଲ୍ଲା ପାନପୋଷ ସାଂଗଠାନିକ ଜିଲ୍ଲାର କାର୍ୟ୍ୟକାରିଣୀ ବୈଠକ ରାଉରକେଲା, ଫର୍ଟିଲାଇଜର ସ୍ଥିତ ରଙ୍ଗିଲା ଛକ ଶୁଭମ୍ ପ୍ୟାଲେସ ପରିସରରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର…
Read More...

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପାଠାଗାରର ଉପଦେଷ୍ଟା ଅଭୟ କୁମାର…
Read More...

ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ସେକ୍ଟର ୫ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ସକାଳ ଅଧିବେଶନରେ ମା' ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ହେବା ସହିତ ଏକ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ…
Read More...

ରାଉରକେଲା ହକର୍ସ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ହକର୍ସ ଆସୋସିଏସନର (ସିଟୁ) ତରଫରୁ ବନ୍ଧୁମିଳନ ଓ ଆଲୋଚନାଚକ୍ର ସେକ୍ଟର ୧୬ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିମାନ ମାଇତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥି,…
Read More...

ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ…
Read More...

ମିଡିଆ କ୍ଲବ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମିଡିଆ କ୍ଲବର ଉପସଭାପତି ନିରଞ୍ଜନ ଦାସ ଓ ସଂପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ୱରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା…
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା…
Read More...