Browsing Tag

rourakela news

ତେଲିଙ୍ଗିବାଜା ପତ୍ରିକାର ନୂଆବର୍ଷ ସଂଖ୍ୟା ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସରୁ ପ୍ରକାଶ ପାଇ ଆସୁଥିବା ତ୍ରୟମାସିକ ଶିଶୁ-କିଶୋର ପତ୍ରିକା ତେଲିଙ୍ଗିବାଜାର ନୂଆବର୍ଷ ସଂଖ୍ୟା ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କାଦମ୍ବିନୀ ପତ୍ରିକା ହାଟରେ ବରିଷ୍ଠ ଶିଶୁ-ସାହିତ୍ୟିକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଲେଖକ…
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସଡକ ସୁରକ୍ଷା ମାସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ -୨୦୨୫ ଜାନୁୟାରୀ ମାସକୁ ସଡକ ସୁରକ୍ଷା ମାସ ରୂପେ ଏକ ସମ୍ପୂର୍ଣ୍ଣ ଜନ ଅଭିଯାନ କାର୍ଯ୍ୟକ୍ରମ ପାଳନ କରିବାକୁ ଓଡିଶା ସରକାର ନିର୍ଣ୍ଣୟ ନେଇଛନ୍ତି । ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଓ ମୃତ୍ୟୁର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ସ୍ଥାନୀୟ…
Read More...

ରଶ୍ମିପ୍ରଭା, ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଏବଂ ଶିକ୍ଷାଜ୍ୟୋତି ପକ୍ଷରୁ ସାରସ୍ୱତ କାର୍ଯ୍ୟକ୍ରମ

ରେକର୍ଡ ସଂଖ୍ୟକ ୧୧ଟି ପୁସ୍ତକ ଓ ପତ୍ରିକା ଲୋକାର୍ପଣଶିଶୁମାନଙ୍କ ସମ୍ବେଦନଶୀଳତା ଓ ମାନସିକ ତଥା ଶୈକ୍ଷିକ ବିକାଶ ଦିଗରେ ଶିଶୁ ସାହିତ୍ୟିକମାନେ ଧ୍ୟାନ ଦେବା ଆବଶ୍ୟକ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ରଶ୍ମିପ୍ରଭା,…
Read More...

ହୁମାନିଟି ଫାଉଣ୍ଡେସନ ତରଫରୁ ଶୀତବସ୍ତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ନବବର୍ଷ ଉପଲକ୍ଷେ ଆଜି ବାସନ୍ତୀ କଲୋନୀ ସ୍ଥିତ ଦୁର୍ଗାପୁର ବସ୍ତିରେ "ଦି ହୁମାନିଟି ଫାଉଣ୍ଡେସନ" ତରଫରୁ କିଛି ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଛି । ଉକ୍ତ ବସ୍ତିରେ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବସ୍ତି ବାସିନ୍ଦାଙ୍କ ସହିତ ଆଲୋଚନା କରାଯାଇଥିଲା…
Read More...

ସମାଜସେବୀଙ୍କ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ଅଧ୍ୟାପିକା ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଶିଶୁ ସେବା ଆଶ୍ରମ ଠାରେ ଥିବା ଅନ୍ତେବାସୀଙ୍କ ସହ ନୂଆବର୍ଷ ପାଳନ ସହ ନୂତନ ଶିକ୍ଷା ପଦ୍ଧତି, ସ୍ୱାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ…
Read More...

ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀ ପ୍ରାୟୋଜିତ ୩୭ତମ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର…
Read More...

ନୀଳଗିରି ମହିଳା ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାରଳା ଦାସ ଓଡ଼ିଆର ଆଦିକବି । ମହାଭାରତ ତାଙ୍କ ମୁଖ୍ୟ ରଚନା । ସାରଳା ଦାସ କବି ଭାବେ ଏବଂ ତାଙ୍କ କୃତିଗୁଡ଼ିକ ପାଠଭାବେ ଓଡ଼ିଆ ଭାଷା ପାଇଁ ଯେତେ ସମ୍ମାନଜନକ, ପୂଜ୍ୟ ଓ ଯେତେ ପ୍ରକାର ବିଚାର ଆଲୋଚନା ବିଷୟ ହୋଇପାରେ, ଓଡ଼ିଆ ଜାତି ତାହାର ଏକମାଂଶ…
Read More...

ବେଦବ୍ୟାସ ବିକାଶ ମଞ୍ଚର ୧୧ ଦଫା ଦାବି ନେଇ ଜନ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଝୁଲାପୋଲ ଦାବି ପୁରଣ ହେବାପରେ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ବ୍ୟାସକ୍ଷେତ୍ରର ଉନ୍ନତି ପାଇଁ ୧୧ଟି ଦାବି ଓଡ଼ିଶା ସରକାରଙ୍କ ପାଖରେ ରଖାଯାଇଛି । ଯାହାର ପରିପୂରଣ ନିମନ୍ତେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଇଂରାଜୀ ନବବର୍ଷ ୨୦୨୫ ଅବସରରେ ରିଙ୍ଗରୋଡ଼-ଛେଣ୍ଡ…
Read More...

ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ଓ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାରର ୨୨ତମ ପ୍ରତିଷ୍ଠା ଦିବସ ସହ ନବବର୍ଷ ପାଳନ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ୍ କଲେଜର ସି.ଇ.ଓ. ଡା ସୁଶାନ୍ତ କୁମାର ଆଚାର୍ଯ୍ୟ,…
Read More...

ଜାତୀୟ ସଡକ ସୁରକ୍ଷା ମାସ-୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସୁରକ୍ଷା ମାସ ଅବସରରେ ରାଉରକେଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ସମ୍ପର୍କ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହନୁମାନ ବାଟିକା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ବିଭବାଞ୍ଜନ ସାମନ୍ତ ସିଂ…
Read More...