Browsing Tag

rourakela news

ମାନସିକ ଅବସାଦ ସମ୍ପର୍କିତ ଆକ୍ୟୁପ୍ରେସର ସମ୍ମିଳନୀ ଆରମ୍ଭ

ମନ ଉପରେ ଗବେଷଣା ହେଉଛି ଶ୍ରେଷ୍ଠ ସାଧନା ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ନିଃଶୁଳ୍କ ଆକ୍ୟୁପ୍ରେସର ସେଣ୍ଟର୍ ରାଉରକେଲାର ରଜତ ଜୟନ୍ତୀ ଉପଲକ୍ଷେ ମାନସିକ ଅବସାଦ ସମ୍ପର୍କିତ ତ୍ରିଦିବସୀୟ ଆକ୍ୟୁପ୍ରେସର ସମ୍ମିଳନୀ ସେକ୍ଟର ୨ସ୍ଥିତ ଗାୟତ୍ରୀ ପୀଠ ଠାରେ ଆରମ୍ଭ ହୋଇଛି ।…
Read More...

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୬ତମ ସାଧାରଣତନ୍ତ୍ର ଦିବସ-୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଜାତୀୟ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସେ…
Read More...

ହୁମାନିଟି ଫାଉଣ୍ଡେସନ ତରଫରୁ ଏକ ନିଆର କାର୍ଯ୍ୟକର୍ମ

ରାଉରକେଲା, (ସସ୍ମିତା ପ୍ରଧାନ) : ହୁମାନିଟି ଫାଉଣ୍ଡେସନ ଏକ ନିଆରା କାର୍ଯ୍ୟ କରିଛି । ସମସ୍ତ ସଦସ୍ୟ ସଦସ୍ୟା ମାନେ ରାଉରକେଲା ସ୍ପେସିଆଲ୍‌ ଜେଲ୍‌କୁ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କ ସୁଖଦୁଃଖ କଥା ବୁଝିଥିଲେ । ବିଚାରାଧୀନ ମହିଳା ମାନଙ୍କୁ କିଛି କମ୍ବଳ…
Read More...

ସୂର୍ଯ୍ୟ ନମସ୍କାର ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶାମ୍ବ ଦଶମୀ ଅବସରରେ ସୂର୍ଯ୍ୟ ନମସ୍କାର ମହାଯଜ୍ଞ ଉଦିତ ନଗର ସ୍ଥିତ ପ୍ୟାରେଡ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । କ୍ରୀଡା ଭାରତୀ ଓଡ଼ିଶା ପଶ୍ଚିମ ଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାନ୍ତ ସଂଘ ଚାଳକ ତଥା ମ୍ୟୁନିସିପାଲ…
Read More...

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ମଧ୍ୟରେ ନାରୀ ମାନଙ୍କ ଗର୍ଭାବସ୍ଥା ଏବଂ ଶିଶୁର ଲାଳନପାଳନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ୭ଟି…
Read More...

୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସରକାର, ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ତଥା ବିଶ୍ରା ବ୍ଲକ ଗୋଷ୍ଠୀ ଉନ୍ନୟନ ଆନୁକୂଲ୍ୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନର ପ୍ରବାସୀ ଭାରତୀୟ ପିଢ଼ିଙ୍କୁ ଭାରତର…
Read More...

ହାପି ମୋମେଣ୍ଟସର ପ୍ରତିଭା ଖୋଜ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆର ପ୍ରତିଭା ଖୋଜ 'ଟ୍ୟାଲେଣ୍ଟ ଯୋ ବଦଲ ଦେ ଦୁନିଆ' କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମ ସେକ୍ଟର ୯ ସ୍ଥିତ କ୍ରିଷ୍ଣା ବିକାଶ ଇଣ୍ଡୋ ଗ୍ଲୋବାଲ ସ୍କୁଲରେ…
Read More...

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ଅଫ୍ ଇଣ୍ଡିଆ ରାଉରକେଲାର ୪୬ତମ ବାର୍ଷିକ ଉତ୍ସବ ତଥା ଏହି ଅନୁଷ୍ଠାନର ସର୍ବଭାରତୀୟ ସ୍ତରରେ ୭୫ତମ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ହଷ୍ଟେଲର କାର୍ଯ୍ୟାଳୟ ଠାରେ ଆୟୋଜିତ…
Read More...

୧୯୬୯ ବ୍ୟାଚ୍‌ର ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୪ ଇସ୍ପାତ ହାୟର ସେକେଣ୍ଡାରୀ ସ୍କୁଲର ପ୍ରଥମ ବ୍ୟାଚ୍‌ ୧୯୬୯ର ଛାତ୍ର ଛାତ୍ରୀ ଓ ସେମାନଙ୍କୁ ପଢାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୫୫ତମ ବାର୍ଷିକ ସମାବେଶ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ…
Read More...

ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତଂଜଳୀ ଯୋଗ ପରିବାର ଆନୁକୂଲ୍ୟରେ ସେକ୍ଟର-୧୯, କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଓ ଯଜମାନ ଗଙ୍ଗାଧର ଦାଶ ଓ ତାଙ୍କ…
Read More...