Browsing Tag

raurkela news

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧ ସ୍ଥିତ ଡ଼ିଭାଇନ ଲାଇଫ ଏକାଡେମୀରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ଛାତ୍ର ବିକ୍ରାନ୍ତ କୁମାର ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ
Read More...

ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ : ସିଷ୍ଟର ଶିବାନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ ବୋଲି ଆନ୍ତର୍ଜାତୀକ ପ୍ରବଚକ ସିଷ୍ଟର ଶିବାନୀ କହିଛନ୍ତି । ସ୍ଥାନୀୟ ସେକ୍ଟର - ୨ ଦୁର୍ଗାପୂଜା ପଡିଆ ଠାରେ ଆୟୋଜିତ ବ୍ରହ୍ମକୁମାରୀ ପ୍ରବଚକ ସଭାରେ ଯୋଗଦେଇ ସିଷ୍ଟର ଶିବାନୀ
Read More...

ସୁବର୍ଣ୍ଣରେଖାର ବାର୍ଷିକ କ୍ରୀଡା ଦିବସ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ବାର୍ଷିକ କ୍ରୀଡା ଦିବସ ଉଦ୍‌ଯାପିତ ହୋଇଯାଇଛି । ବିଭିନ୍ନ କ୍ରୀଡା ମାଧ୍ୟମରେ ପିଲାଙ୍କ ମଧ୍ୟରେ ଚିତ୍ରକଳା, ପାଣି ଗ୍ଲାସ୍‌ରେ କଏନ, ମହିଳା ମାନଙ୍କ ମଧ୍ୟରେ ଶଙ୍ଖ ବାଦନ, ମ୍ୟୁଜିକ
Read More...

ଡାକ୍ତର ମିନାକ୍ଷୀଙ୍କ ଚତୁର୍ଥ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

'ସାମାଜିକ କର୍ମଦକ୍ଷତା ହିଁ ସାଧାରଣକୁ ଅସାଧାରଣର ମାନ୍ୟତା ଦିଏ' ରାଉରକେଲା, (ସସ୍ମିତା ପ୍ରଧାନ) : ସାଧାରଣ ବ୍ୟକ୍ତି ନିଜର ସାମାଜିକ ପ୍ରତିବଦ୍ଧତା ଓ କର୍ମପ୍ରେରଣା ବଳରେ ସମାଜରେ ପ୍ରତିଷ୍ଠିତ ହୋଇପାରେ ବୋଲି ବିଶିଷ୍ଟ ସମାଜସେବୀ ଡାକ୍ତର ମିନାକ୍ଷୀ ଶତପଥୀଙ୍କ ଚତୁର୍ଥ ପୁଣ୍ୟତିଥି,
Read More...

ରୋଜା ଡ୍ୟାନ୍ସ ଏକାଡେମୀର ଆଜା ନାଚଲେ ଆସନ୍ତା ୨୩ ଓ ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ଡ୍ୟାନ୍ସ ଏକାଡେମୀର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତା ୨୩ ଓ ୨୪ ତାରିଖରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନ ପକ୍ଷରୁ କୋଏଲ୍‌ନଗର
Read More...

ଅଁଳା ନବମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ତିଥି ଅନୁସାରେ ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି । ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ
Read More...

ଭୋକିଲା ପେଟକୁ ଦି ମୁଠା ଅର୍ଣ୍ଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହ୍ୟୁମାନିଟି ଫାଉଣ୍ଡେସନ୍‌ର ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ସଦସ୍ୟ ମାନେ ନିଜେ ଖାଦ୍ୟ ରାନ୍ଧୀ ରିଙ୍ଗ ରୋଡ୍‌ର ଚାରିପଖରେ ଥିବା ଗରିବ ଓ ନିସାହ୍ୟ ଲୋକ ମାନଙ୍କୁ ଭୋକିଲା ପେଟକୁ ଦି ମୁଠା ଅର୍ଣ୍ଣ ଯୋଗାଇ ଦେଇଛନ୍ତି । ସକାଳୁ ସଦସ୍ୟ ମାନେ
Read More...

ସଚେତନ ନାଗରିକ ମଞ୍ଚର ସ୍ଥାନୀୟ ସମସ୍ୟା ନେଇ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ସମସ୍ୟା ନେଇ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ବୈଠକ ହୋଟେଲ ସୋଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି. ପି. ରାୟଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୧୧ରୁ ୧୫ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ରେ ଥିବା ବିଶ୍ୱଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସଭାପତି ବ୍ରଜବନ୍ଧୁ ତରାଇ ଓ ମିତାରାଣୀ ତରାଇଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତି ଅନୁଯାୟୀ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଉରକେଲାରେ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଯୁବନେତା ତଥା ସମ୍ବଲପୁରର ଲୋକସଭା ସଦସ୍ୟ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କାଲି ଟ୍ରେନ୍‌ ଯୋଗେ ରାଉରକେଲା ଦେଇ କଲିକତା ଯାଉଥିବା ବେଳେ ରେଲୱେ ଷ୍ଟେସନରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ,
Read More...