Browsing Tag

raurkela news

ସହିଦ ସମ୍ମାନ ସମାରୋହ ୨୦୨୪ ଆସନ୍ତା ୨୪ରେ

ରାଉରକେଲା, (ସସ୍ମିିତା ପ୍ରଧାନ) : ସହରର ସାମାଜିକ ତଥା ସହିଦଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟ୍ରଷ୍ଟ ତରଫରୁ ଆସନ୍ତା ୨୨ ତାରିଖରେ ଦ୍ୱିତୀୟ ସହିଦ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର୪ ସ୍ଥିତ ଲୀଲା ହୋଟେଲଠାରେ ଆୟୋଜିତ ସାମ୍ବାଦିକ
Read More...

ଉତ୍କଳ ଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମଞ୍ଜୁଲତା ଦେହୁରୀ କାର୍ଯ୍ୟକ୍ରମର ଉପଯୋଗିତା ସମ୍ବନ୍ଧରେ
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତାମାଳାର ସପ୍ତମ ଅର୍ଘ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ଚାଲିଥିବା ‘ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ସପ୍ତମ ଅର୍ଘ୍ୟ କାର୍ଯ୍ୟକ୍ରମରେ ‘କ୍ୱାଣ୍ଟମ୍ ମେକାନିକ୍ସ ଓ କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ’ ଶୀର୍ଷକ ଅଭିଭାଷଣ କାର୍ଯ୍ୟକ୍ରମ ଆୟୋଜିତ
Read More...

ସୁବର୍ଣ୍ଣରେଖାର ମକର ଓ ୨୬ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାହିତ୍ୟିକ ଅନୁଷ୍ଠାନ ସୁବର୍ଣ୍ଣରେଖା ପକ୍ଷରୁ ମକର ସଂକ୍ରାନ୍ତି ଓ ଅନୁଷ୍ଠାନର ୨୬ତମ ବାର୍ଷିକୋତ୍ସବ ବାସନ୍ତୀ କଲୋନୀ ସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ବ୍ୟାସସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଂଜନ
Read More...

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପରିସରରେ ଆମ ପୁଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସର ମୁଖ୍ୟ ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତା ଓ ସଭ୍ୟ କବି କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଆମ ପୁଲିସର କର୍ମକର୍ତ୍ତାଗଣ
Read More...

ମକର ସଂକ୍ରାନ୍ତି ଓ ବ୍ୟାସକବିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ସ୍ଥିତ ବରିଷ୍ଠ ନାଗରିକ ସଂଘ, ଉତ୍ତର ଓଡ଼ିଶା ସାଂସ୍କୃତିକ ପରିଷଦ ଓ ସୋସିଆଲ ସୋସାଇଟି, ରାଉରକେଲାର ମିଳିତ ଆନୁକୂଲ୍ୟରେ ସେକ୍ଟର ୧୭ ସି ବ୍ଲକ ପଡ଼ିଆଠାରେ ପ୍ରଥମ ମକର ସଂକ୍ରାନ୍ତି ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ମହାସମାରୋହରେ
Read More...

ଧାମରା ସଂଘର ବାର୍ଷିକ ଉତ୍ସବ ଓ ମକର ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘର ୩୫ତମ ବାର୍ଷିକ ଉତ୍ସବ ଓ ମକର ମିଳନ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ
Read More...

ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନାଚକ୍ର

ଜ୍ଞାନଠାରୁ ଅଭିଜ୍ଞତା ଅଧିକ ମୂଲ୍ୟବାନ ରାଉରକେଲା, (ସସ୍ମିିତା ପ୍ରଧାନ) : ଜ୍ଞାନଠାରୁ ଅଭିଜ୍ଞତା ଅଧିକ ମୂଲ୍ୟବାନ । ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ସମ୍ପତ୍ତି । ବାପା ମା'ଙ୍କ ଋଣ କେହି ସୁଝି ପାରିବେ ନାହିଁ ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଛେଣ୍ଡ
Read More...

ଭୋଜିରେ ଫୁଟିଲା ଗୁଳି

ରାଉରକେଲା : ଗତକାଲି ଭୋଜିଭାତ ଚାଲିଥିବା ବେଳେ କଥା କଟାକଟିକୁ ନେଇ ଗୁଳି ଫୁଟିଥିବା ଖବର ମିଳିଛି । ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି । ମୃତକ ହେଲେ ତେତେରକେଲାର ସୂର୍ଯ୍ୟ ସିଂହ । ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ବିଶ୍ରା ପୁଲିସ ଶବ ଜବତ
Read More...

ଶହୀଦ ପରିବାରକୁ ଭେଟିଲା ଉଦାହରଣ ଟିମ୍

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସହିଦଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟିମ୍ ଶହୀଦ ପରିବାରଙ୍କୁ ମନେ ପକାଇବା ସହିତ ଶହୀଦ ପରିବାରଙ୍କୁ ଲୋକଲୋଚନକୁ ଆଣିବା ଓ ତାଙ୍କର ସୁବିଧା ଅସୁବିଧାରେ ସହଯୋଗ କରିବା ଲକ୍ଷ୍ୟ ରଖିଥିବା ବେଳେ ଆଜି 'ଉଦାହରଣ ଟ୍ରଷ୍ଟ' ପକ୍ଷରୁ, ଟ୍ରଷ୍ଟର
Read More...