Browsing Tag

raurkela news

ନକଲି ସାର୍ଟିଫିକେଟ୍‌ ଦେଇ କାମ କରୁଥିବା ନକଲି ଡ଼ାକ୍ତର ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଡାକ୍ତରଖାନା ଏବେ ବିବାଦ ଘେରରେ । ଆଉଟ ସୋର୍ସିଙ୍ଗ ସଂସ୍ଥା ଯୋଗାଉଥିବା ବିଭିନ୍ନ ସେବାରେ ବ୍ୟାପକ ଦୁର୍ନୀତି ଉଜାଗର ପରେ ଏବେ ଆର୍‌ଜିଏଚ୍‌ରେ ଜଣେ ନକଲି ଡାକ୍ତର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପଦ୍ମନାଭନ ମୁଖୀ କାରୁଆ ନାମକ ଜଣେ
Read More...

ମଡେଲ୍‌ ହସ୍ପିଟାଲରେ ରୋଗୀ ସେବା ଅବ୍ୟବସ୍ଥା : ହିନ୍ଦ୍‌ ମଜଦୁର ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ, ଓଡିଶାରେ ଏକମାତ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲ୍‌ରେ ଗତ ବର୍ଷ ୨୦୨୩ ମସିହା ମେ' ମାସରେ ଏକ୍ସରେ
Read More...

ଇଲୁମିନାଟି ଇଣ୍ଡିଆ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ମଶାରୀ ଏବଂ ଜରୁରୀ ଆସବାବପତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଇଲୁମିନାଟି ଇଣ୍ଡିଆ ତରଫରୁ ସେକ୍ଟର ୧୬ଠାରେ ଥିବା ଶ୍ରଦ୍ଧା ଅନୁଷ୍ଠାନରେ ମଶାରୀ ଏବଂ ବିଭିନ୍ନ ଜରୁରୀ ଥିବା ସାମଗ୍ରୀଗୁଡ଼ିକ ବଣ୍ଟନ କରାଯାଇଛି । ଏହାସହିତ ଶ୍ରଦ୍ଧା ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ସହିତ ସମୟ ଅତିବାହିତ କରିବା ସହ
Read More...

ଏକତା ଫାଉଣ୍ଡେସନ୍‌ର ତୃତୀୟ ବାର୍ଷିକ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବସୁମତୀ ମହାନ୍ତିଙ୍କର ଆବାହକତ୍ୱରେ ଜଗଦାର ମାନବ ସେବା ପ୍ରତିଷ୍ଠାନ ଠାରେ ଏକତା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନବସେବା ପତିଷ୍ଠାନର ପ୍ରତିଷ୍ଠାତା ଶଶିକାନ୍ତ ଆଚର୍ଯ୍ୟ, ଶିଳ୍ପପତି ଅନାଦି ନାଥ, ବାଲା
Read More...

ନିଶା କବଳରେ ଯୁବ ପିଢ଼ି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ନେସନାଲ୍‌ ଡ୍ରକ୍ସ ଦିବସ ଉପଲକ୍ଷେ ରାଉରକେଲାର ଏସ୍‌ଟିଆଇ ସ୍ଥିତ ସରକାରୀ ବିଦ୍ୟାଳୟ ଠାରୁ ଏକ ଜଣସଚେତନ ରାଲି ଅବକାରୀ ବିଭାଗ ନେତୃତ୍ୱରେ ବାହାରି ସହରର ମେନ୍‌ ରୋଡ଼୍‌ ଦେଇ ଉଦିତ ନଗର ହାଇ ସ୍କୁଲ ପଡିଆରେ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ୨୦୧୪ରେ ନିର୍ବାଚନକୁ ଆଖିଆଗରେ ରଖି ୨୦୧୩ ମସିହାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବର୍ଷରୁ ଦାବୀ ହୋଉଥିବା କୋଏଲ ବାରେଜ ନିର୍ମାଣ ପାଇଁ ଫଳକ ଲଗାଇ ଥିଲେ । କାମହେବାତ ଦୂରର କଥା ଏହାର ଫଳକ କୁଆଡେ଼ ଉଭେଇ ଗଲା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Read More...

ଗଣତନ୍ତ୍ରର ହତ୍ୟା, ମାନବାଧିକାର କ୍ଷୁର୍ଣ୍ଣ, ଗଣମାଧ୍ୟମର କଣ୍ଠରୋଧ, ଅକଥନୀୟ ଅତ୍ୟାଚାର ଥିଲା ଜରୁରୀକାଳୀନ ପରିସ୍ଥିତି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି/୩୩, ସେକ୍ଟର -୩, ରାଉରକେଲା ପରିସରରେ କଳା ଦିବସ ପାଳନ କରିବାପାଇଁ ଏକ ଚର୍ଚ୍ଚା ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲେ । ପୂର୍ବତନ ପ୍ରାଧନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ
Read More...

ଶ୍ରୀ ଜଗନ୍ନାଥ ପୀଠ ବାଙ୍ଗାଲୋରରେ ଦେବସ୍ନାନ ପୂର୍ଣିମା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଜ୍ୟେଷ୍ଠ ପୂର୍ଣିମା ଦିନ ଶ୍ରୀ ଜଗନ୍ନାଥ ପୀଠ ସୋମପୁରା ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ଦେବାଭିଶେକ ପର୍ବ ଯଥାବିଧୀରେ ଅନୁଷ୍ଠିତ ହୋଇଯାଇଛି । ଚାରି ବିଗ୍ରହଙ୍କର ମଙ୍ଗଳ ଆଳତି, ସକାଳ ପୂଜା ପରେ ପ୍ରଭୁଙ୍କୁ ନବନିର୍ମିତ
Read More...

ଅନ୍ଵେଷା ପକ୍ଷରୁ ୧୦୨ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ୧୦୨ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି । ଏହି ସମାଜସେବୀ କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି ଶ୍ରୀମତୀ କଳ୍ପନା ଶତପଥିଙ୍କ ଅଧ୍ୟକ୍ଷତା ଏବଂ ଟ୍ରଷ୍ଟି ଚୟାରମେନ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇ ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖି କ୍ଲିନ୍ ଆଣ୍ଡ ଗ୍ରୀନ୍‌ର କିଛି ପ୍ରକୃତି ପ୍ରେମୀ ସଦସ୍ୟମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ପ୍ରଥମେ ରାଉରକେଲା ଇସ୍ପାତ ନଗରୀ,
Read More...