ସ୍ପନ୍ଦନ ଆୟୋଜିତ ୧୯ତମ ଶିଶୁ ମହୋତ୍ସବ ସମ୍ପନ୍ନ
ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଏସ୍ପି ଆନୁକୂଲ୍ୟରେ ରାଉରକେଲା କଳା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସ୍ପନ୍ଦନ ଓ ଗୃହସ୍ଥୀ ଉଦ୍ୟୋଗର ମିଳିତ ସହଯୋଗରେ ସିଭିକ୍ ସେଣ୍ଟରରେ ୧୯ତମ ଶିଶୁ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ!-->…
Read More...
Read More...