Browsing Tag

raurkela news

ଓଡିଶା ଫଟୋଗ୍ରାଫି ସିଣ୍ଡିକେଟ୍ ଗଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଫଟୋଗ୍ରାଫର ବନ୍ଧୁଙ୍କୁ ସଂଘବଦ୍ଧ ତଥା ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରଖିବା ଉଦ୍ଦେଶ୍ୟରେ ରଶ୍ମୀରଞ୍ଜନ ଦାଶଙ୍କ ଆହ୍ଵାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଫଟୋଗ୍ରାଫର ବନ୍ଧୁମାନେ ପୁରୀ ଜିଲ୍ଲାରେ ଏକତ୍ରିତ ହୋଇ ଫଟୋଗ୍ରାଫିକୁ ନେଇ
Read More...

ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ରାଉରକେଲା : ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ରାତି ପ୍ରାୟ ସାଢ଼େ ୧୨ଟାରେ ଅଗ୍ନିକାଣ୍ଡ ଘଟିଛି । ନିଆଁରେ କିଛି ପାର୍ସଲ ଜଳିଯାଇଥିବା ଜଣାପଡିଛି । କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନି । ଆର୍‌ପିଏଫ୍‌ ଯବାନ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିବାକୁ
Read More...

ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି । ଏନେଇ ମଞ୍ଚ ତରଫରୁ କୁହାଯାଇଛି ଯେ, ଏନ୍‌ଡିଏର ସହଯୋଗୀ ବିହାର ରାଜ୍ୟରୁ ୧୨ ଜଣ ସାଂସଦ ମେଣ୍ଟରେ ଥିବା ବେଳେ ୨୬ ହଜାର କୋଟି ଓ
Read More...

ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ତା'ର ମାସିକ କାର୍ଯ୍ୟକ୍ରମ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ସ୍ଥାନୀୟ ତର୍କେରା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ସଭାପତିତ୍ୱରେ
Read More...

ଜି ସାର୍ଥକର ଦିଦି ନଂ-୧ ସୋ’ରେ ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍‌ଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦ୍‌ଘୋଷିକା ମୋନାଲିସା ସାହୁଙ୍କୁ ବିଭିନ୍ନ ମଞ୍ଚରେ ଆପଣମାନେ ଦେଖିଥିବେ । ସେ ନିଜର ବାକ୍ ଚାତୁରୀ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାର କଳା କୌଶଳ ପ୍ରଦର୍ଶନ କରିଥିବା ମଧ୍ୟ ଜାଣିଥିବେ । ଓଡ଼ିଶାର ବିଭିନ୍ନ ମଞ୍ଚରେ ସେ ଉଦ୍‌ଘୋଷିକା
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ୍‌ ପିଉ ଗୁହାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ରୋଟାରୀଆନ୍‌ ଡ. ସରିତା ମଲ୍ଲଙ୍କ ଆବାହକତ୍ଵରେ
Read More...

ଆର୍‌. ଏସ୍. ଏସ୍. ଏବଂ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ଗଣବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରେକଲା ଇସ୍ପାତ କାରଖାନାରେ ସ୍ୱୀକୃତି ନିର୍ବାଚନ ତୁରନ୍ତ କରାଯିବା ସହ ନିୟମ ଅନୁଯାଇ ସ୍ୱୀକୃତିପ୍ରାପ୍ତ ୟୁନିୟନର ଦାୟିତ୍ୱ ଦେବା ପାଇଁ ଗତକାଲି ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍ଏସ୍) ଏବଂ ଗାଙ୍ଗପୁର ମଜ୍‌ଦୁର୍‌ ମଞ୍ଚ ପକ୍ଷରୁ ଏକ ବିଶାଳ ଗଣବିକ୍ଷୋଭ
Read More...

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଦ୍ଵାରା ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବାହ୍ନ ୯ ଟଶ ସମୟରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳରୁ ସନ୍ଥ
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜନନୀ ଓ ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଫର୍ଟିଲାଇଜର ବାଲିଯୋଡି ଏବିସି କ୍ଲବ୍ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ୍‌ ପ୍ରଶାନ୍ତ ରଞ୍ଜନ
Read More...

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଗୁରୁ ପୂର୍ଣ୍ଣିମା ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରାଉରକେଲାର ଛେଣ୍ଡ ସ୍ଥିତ ଆଶାଦୀପ ଅନୁଷ୍ଠାନ ଠାରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥିଲା । ଦ ମିରର ଫାଉଣ୍ଡେସନ୍‌ ଅନୁଷ୍ଠାନର ଚେୟାରମ୍ୟାନ୍‌ ବିଶ୍ୱଜିତ ରାଉତଙ୍କ
Read More...