ରୋଟାରୀ କ୍ଲବ ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନର ଅଧ୍ୟକ୍ଷ ପିଡିଜି ରୋଟାରୀୟାନ୍ ଫକୀର ଚରଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।!-->…
Read More...
Read More...