Browsing Tag

puri news

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ସୋମବାର ନୀଳାଦ୍ରି ଭକ୍ତ ନିବାସ ସଭା ଗୃହରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ବୈଠକରେ ସଭାପତିତ୍ୱ କରିବେ । ରଥ ଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେବା ନେଇ ଆଲୋଚନା
Read More...

ସିଡବ୍ଲୁଡିଏସ୍‌ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀଠାରେ ସେବା ଶିବିର

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌) ତରଫରୁ ସେବା ଶିବିର କାର୍ଯ୍ୟକ୍ରମ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷା ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା.
Read More...

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

ପୁରୀ : ଆସନ୍ତା ଜୁନ୍‌ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ । ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ
Read More...

ଆଜି ରୁକ୍ମିଣୀ ହରଣ ଏକାଦଶୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଆଜି ରୁକ୍ମିଣୀ ହରଣ ଏକାଦଶୀ । ମଙ୍ଗଳବାର ରାଜେନ୍ଦ୍ରାଭିଷେକ ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି ।‌ ଶ୍ରୀମନ୍ଦିରରେ ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହେବ ।‌ ଏହାପରେ ମଦନମୋହନ ରତ୍ନ ସିଂହାସନକୁ
Read More...

ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ, ପାଳନ ହେଉଛି ସ୍ୱତନ୍ତ୍ର ରୀତିନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଶୀତଳଷଷ୍ଠୀ । ବୁଧବାର ଜ୍ୟେଷ୍ଟ ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀ କ୍ଷେତ୍ରରେ ଥିବା ପଞ୍ଚ ମହାଦେବଙ୍କ ଯଥାବିଧି ଶିବ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଶ୍ରୀ ଜମ୍ବେଶ୍ଵର, ଶ୍ରୀ ଲୋକନାଥ,
Read More...

ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ : ପୁରୀରେ 5T ସଚିବ ଭି. କେ. ପାଣ୍ଡିଆନ୍ । ସୋମବାର ସକାଳୁ 5T ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଏହାପରେ ମା ଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା ମଧ୍ୟ କରିଥିଲେ । ତେବେ ମହାପ୍ରଭୁଙ୍କ ବିଶ୍ୱ
Read More...

ପିପିଲିରୁ ମିଳିଲା ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ

ପୁରୀ/ପିପିଲି : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ବାଗେଶ୍ୱରପୁର ଗ୍ରାମରୁ ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ ଉଦ୍ଧାର ହୋଇଛି । ଶିଳାଲେଖରେ ସଂସ୍କୃତ ଭାଷାରେ ଓଡ୍ରନାଗରୀ ଲିପି ରହିଛି । ଏଭଳି ଏକ ଐତିହ୍ୟକୁ ଆବିଷ୍କାର କରିଛନ୍ତି ଇନ୍‌ଟାକ୍‌ର ୪ ଜଣ ସଦସ୍ୟ । ଏହି ଲିପିର
Read More...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି : ଅପରାହ୍ଣରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ବୁଧବାର ଅପରାହ୍ଣରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ପାଇଁ ଭକ୍ତମାନେ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ ।
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ସଚିବ

ପୁରୀ : ପୁରୀରେ 5T ସଚିବ ଭି. କେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିବା ଜଣାପଡିଛି । ଏହା ସହିତ ସେ ଶ୍ରୀସେତୁ ଓ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ଅନୁଧ୍ୟାନ କରିବା ସହ ରଥଖଳା ମଧ୍ୟ ପରିଦର୍ଶନ କରିଥିଲେ ।
Read More...

କୋଠା ନିର୍ମାଣକୁ ଅନୁମତି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଛି ଏନ୍‌ଓସି । କୋଠା ନିର୍ମାଣକୁ ଏନ୍‌ଓସି ଦେଲା ଏନ୍‌ଏମ୍‌ଏ । ଏନେଇ ରାଜ୍ୟ ସଂସ୍କୃତି ବିଭାଗକୁ ଏନ୍‌ଏମ୍‌ଏ ଚିଠି ଦେଇଥିବା ଜଣାପଡିଛି । ଏଥିରେ ମନ୍ଦିର ପ୍ରଶାସନର ୩ ମହଲା କୋଠା ନିର୍ମାଣକୁ ଅନୁମତି
Read More...