ମାତ୍ର ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ତିନି ରଥରେ କନାମଣ୍ଡଣି ଆରମ୍ଭ
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମାତ୍ର ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଣୁ ନିର୍ମାଣକାରୀମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ । ମଙ୍ଗଳବାର କୋଠସୁଆଁସିଆ ସେବକମାନେ ରଥ ପ୍ରସ୍ତୁତିରେ ଯୋଗ ଦେଇଛନ୍ତି । ତିନି ରଥରେ କନାମଣ୍ଡଣି ଆରମ୍ଭ ହୋଇଛି ।!-->…
Read More...
Read More...