Browsing Tag

puri news

ଅସୀତ ମହାନ୍ତି ପାଇବେ ପୁସ୍ତକ ମେଳା ପୁରସ୍କାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ଭୟାବହତାରୁ ମୁକୁଳିବା ପରେ ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ପୁରୀ ଶରଧାବାଲିରେ ୨୭ତମ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି । ଜାନୁଆରୀ ୩ ରୁ…
Read More...

ମଝି ସମୁଦ୍ରରେ ଗୋଷ୍ଠୀ ସଂଘର୍ଷ : ୨ ମତ୍ସ୍ୟଜୀବୀ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମାଛ ଧରିବାକୁ ଯାଇଥିବା ୨ ଗୋଷ୍ଠୀ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ଦୁହେଁ ହେଲେ ପେଣ୍ଠକଟାର ଓ.ଶିବା(୨୦) ଓ ସିଏଚ୍‌. ଗୋବିନ୍ଦ(୨୦) । ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
Read More...

ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ୍‌ ଟ୍ରଫିକୁ ଭବ୍ୟ ସ୍ୱାଗତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ରରେ ମଙ୍ଗଳବାର ହକି ବିଶ୍ୱକପ୍‌ ଟ୍ରଫିକୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ସକାଳ ୭ଟା ୩୦ରେ ଏକ ଶୋଭାଯାତ୍ରାରେ ସର୍କିଟ ହାଉସଠାରୁ ବେଳାଭୂମିକୁ ଟ୍ରଫି ଅଣାଯାଇଥିଲା ।…
Read More...

ଭକ୍ତ ଦାସିଆ ପୀଠରେ ମୁକ୍ତ ଚକ୍ଷୁ ପରୀକ୍ଷା ଶିବିର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନ ପୀଠ ପୁରୀ ଜିଲ୍ଲାର ବାଲିଗାଁ ଠାରେ Vision Eye Care Home Sight Service, ଯାହାକି Magnizent Allianz Services Pvt. ପିପିଲି, ପୁରୀର ଏକ ଶାଖା କାର୍ଯ୍ୟାଳୟଙ୍କ ଦ୍ୱାରା ନିକଟସ୍ଥ ଗ୍ରାମ ଆଳିସ, ପ୍ରହରାଜପୁର,…
Read More...

ବରଗଡ଼ ଧନୁଯାତ୍ରା ହୀରକ ଜୟନ୍ତୀ ସ୍ମାରକୀ ସମାରୋହ ଉପଲକ୍ଷେ ବେଳାଭୂମିରେ ସୁଦାମଙ୍କ ବାଲୁକା କଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ହୀରକ ଜୟନ୍ତୀ ସମାରୋହ । ଏହି ଉତ୍ସବ ପାଳନ ଅବସରରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ପୁରୀ ବେଳାଭୂମିରେ ତିଆରି କରିଛନ୍ତି ଏକ ବାଲୁକା କଳା । ଏହି ବାଲୁକା କଳାରେ ଶ୍ରୀକୃଷ୍ଣ ଓ…
Read More...

ପୁରୀ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି

ପୁରୀ : ହକି ବିଶ୍ୱକପ ଟ୍ରଫି ସୋମବାର ସଂଧ୍ୟାରେ ପୁରୀରେ ପହଞ୍ଚିଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଏସ୍‌ପି ମିହିର ପ୍ରସାଦ ପଣ୍ଡା, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା…
Read More...

ଓଡିଶା ବାସ୍କେଟବଲ ଲିଗ୍ ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀରେ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ୍‌ । ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦ୍‌ଘାଟନ କରିଛନ୍ତି । କ୍ରୀଡା ଦ୍ୱାରା ସଦଭାବନା ଓ ଭାଇଚାରା ବୃଦ୍ଧି ସହ ଶାରୀରିକ ସୁସ୍ଥତା ବଜାୟ ରହି ପାରିବ ବୋଲି…
Read More...

ପୁରୀରେ ବାସ୍କେଟବଲ ଲିଗ ୨୨ରୁ : ଅଂଶଗ୍ରହଣ କରିବେ ୬ ପୁରୁଷ,୪ ମହିଳା ଦଳ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀରେ ଚଳିତ ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ । ଓଡିଶା ବାସ୍କେଟବଲ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ବାସ୍କେଟବଲ ଦଳ…
Read More...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି । ୨୦୨୨-୨୩ ବର୍ଷ ପାଇଁ ପୁରୀ ଜିଲ୍ଲାର ୧୫୯ ଜଣ ବରିଷ୍ଠ ନାଗରିକ ରାଜସ୍ଥାନର…
Read More...

ଶ୍ରୀ ମନ୍ଦିରରେ ପହିଲି ଭୋଗ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୀତରୁ ରକ୍ଷା ପାଇବା ପାଇଁ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ (ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ) ଆରମ୍ଭ ହୋଇ ମାଘ ଶୁକ୍ଳ ପଞ୍ଚମୀ (ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ) ପର୍ଯ୍ୟନ୍ତ ଦୁଇ ମାସ କାଳ ଶୀତ ବସ୍ତ୍ର ଲାଗି…
Read More...