Browsing Tag

pib news

୨୦୨୫ ବଜେଟ୍‍କୁ ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ତଥା ସମୃଦ୍ଧ ଭାରତ ଗଠନ ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ବ୍ଲୁ…

ମଧ୍ୟବିତ୍ତ ଶ୍ରେଣୀ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଅଛନ୍ତିବର୍ତ୍ତମାନ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁକୃଷକ, ଗରିବ, ମଧ୍ୟବିତ୍ତ ଠାରୁ ଆରମ୍ଭ କରି ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ, ତଥା ଷ୍ଟାର୍ଟଅପ୍,
Read More...

କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

ଶିଶୁର ଜନ୍ମ ହେବା ପରଠାରୁ ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ସବୁ ଆବଶ୍ୟକତାକୁ ପୂରଣ କରିବ ବଜେଟ୍ - ଧର୍ମେନ୍ଦ୍ର ପ୍ରଧାନଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧ ଲକ୍ଷ ୨୮ ହଜାର ୬୫୦ କୋଟି ଟଙ୍କା ବ୍ୟୟବରାଦସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଏବଂ
Read More...

ଭାରତର ବିକାଶ ଯାତ୍ରାର ପ୍ରଥମ ଇଞ୍ଜିନ୍ ହେଉଛି କୃଷି : ବଜେଟ୍ ୨୦୨୫-୨୬

ବିହାରରେ ଏକ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବଅଧିକ ଅମଳକାରୀ ବିହନ ଉପରେ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯିବଆଉ ୧ ନିୟୁତ ଜର୍ମପ୍ଲାଜମ ଲାଇନ ସହ ଦ୍ୱିତୀୟ ଜିନ ବ୍ୟାଙ୍କ ପ୍ରତିଷ୍ଠା କରାଯିବକପା ଉତ୍ପାଦନ ପାଇଁ ପାଞ୍ଚ ବର୍ଷିଆ ଅଭିଯାନ ଘୋଷଣାକୃଷକ କ୍ରେଡିଟ୍ କାର୍ଡ ଋଣ ସୀମା ୩ ଲକ୍ଷ
Read More...

ପରବର୍ତ୍ତୀ ପାଞ୍ଚ ବର୍ଷ ‘ସବକା ବିକାଶ’କୁ ବାସ୍ତବ ରୂପ ଦେବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ପ୍ରଦାନ କରିବ : କେନ୍ଦ୍ର…

କୃଷି, ଏମ୍ଏସ୍ଏମ୍ଇ, ନିବେଶ ଏବଂ ରପ୍ତାନି ବିକାଶର ଯାତ୍ରାରେ ଚାରୋଟି ଶକ୍ତିଶାଳୀ ଇଞ୍ଜିନ ହେବବଜେଟରେ ଗରିବ, ଯୁବକ, ଅନ୍ନଦାତା ଏବଂ ନାରୀଙ୍କ ଉପରେ ଫୋକସ ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ପାଞ୍ଚ ବର୍ଷକୁ ‘ସବକା ବିକାଶ’ ଲକ୍ଷ୍ୟ ହାସଲ କରିବାର ଏକ ନିଆରା ସୁଯୋଗ ଭାବରେ ଦେଖାଯାଉଛି
Read More...

ସମସ୍ତ ଏମଏସଏମଇ ପାଇଁ ବର୍ଗୀକରଣ ସମ୍ବନ୍ଧୀୟ ନିବେଶ ଏବଂ ବ୍ୟବସାୟ ସୀମା ଯଥାକ୍ରମେ ୨.୫ ଗୁଣ ଏବଂ ୨ ଗୁଣକୁ ବୃଦ୍ଧି…

ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭର ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛିଏଣ୍ଟରପ୍ରାଇଜ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ପ୍ରଥମ ବର୍ଷରେ ୫ ଲକ୍ଷ ଟଙ୍କା ସୀମା ସହ ୧୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ
Read More...

କେନ୍ଦ୍ର ବଜେଟକୁ ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା

ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି : କେନ୍ଦ୍ର ରେଳ ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Read More...

କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବ ବିକଶିତ ଭାରତ ବଜେଟ୍ ୨୦୨୫-୨୬ : ପ୍ରଧାନମନ୍ତ୍ରୀବିକଶିତ ଭାରତ ବଜେଟ୍ ୨୦୨୫-୨୬ ହେଉଛି ଏକ ବୃହତ ଶକ୍ତି : ପ୍ରଧାନମନ୍ତ୍ରୀବିକଶିତ ଭାରତ ବଜେଟ୍ ୨୦୨୫-୨୬ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବ : ପ୍ରଧାନମନ୍ତ୍ରୀବିକଶିତ ଭାରତ ବଜେଟ୍ ୨୦୨୫-୨୬
Read More...

ଆର୍ଥିକ ବର୍ଷ ୧୫ ରୁ ୨୨ ମଧ୍ୟରେ ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚର ଅଂଶ ୨୯.୦%ରୁ ୪୮.୦%କୁ…

ଆୟୁଷ୍ମାନ ଯୋଜନାରେ ଆଉଟ୍ ଅଫ୍ ପକେଟ୍ ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ, ୧.୨୫ ଲକ୍ଷ କୋଟିରୁ ଅଧିକ ସଞ୍ଚୟ ରେକର୍ଡ଼ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ୭୨.୮୧ କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ସୃଷ୍ଟି କରାଯାଇଛି୩୪ ପ୍ରତିଶତ ସ୍ୱାସ୍ଥ୍ୟ ସେବା ସଂଗଠନ ଏଆଇ ପ୍ରୋଜେକ୍ଟ ପରୀକ୍ଷଣ
Read More...

‘ସହରକୁ ବିକାଶ କେନ୍ଦ୍ର’ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’…

ଗିଗ୍ ଶ୍ରମିକଙ୍କ ପାଇଁ ଇ-ଶ୍ରମ ପୋର୍ଟାଲୟରେ ପରିଚୟପତ୍ର ଓ ପଞ୍ଜୀକରଣ ବ୍ୟବସ୍ଥାପିଏମ ଜନ ଆରୋଗ୍ୟ ଯୋଜନା ଅଧୀନରେ ଗିଗ୍ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଯାହା ଦ୍ୱାରା ପାଖାପାଖି ଏକ କୋଟି ଶ୍ରମିକ ଉପକୃତ ହେବେପିଏମ ସ୍ୱନିଧି ଯୋଜନାରେ ୩୦ ହଜାର ଟଙ୍କା ସୀମା ସହିତ
Read More...

ମୋଟ ମୂଲ୍ୟବର୍ଦ୍ଧନ (ଜିଭିଏ)ରେ ସେବା କ୍ଷେତ୍ରର ଅବଦାନ ୨୦୧୪ ଆର୍ଥିକ ବର୍ଷରେ ୫୦.୬%ରୁ ବୃଦ୍ଧି ପାଇ ୨୦୨୫ ଆର୍ଥିକ…

୨୦୨୩ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ସେବା କ୍ଷେତ୍ରରେ ୮.୩ ପ୍ରତିଶତ ଅଭିବୃଦ୍ଧି ଯୋଗୁଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି୨୦୨୫ ଏପ୍ରିଲରୁ ନଭେମ୍ବର ମଧ୍ୟରେ ସେବା ରପ୍ତାନିରେ ୧୨.୮ ପ୍ରତିଶତ ବୃଦ୍ଧିଉତ୍ପାଦନ ଏବଂ ସେବା କ୍ଷେତ୍ରର ଅଗ୍ରଗତି କୁଶଳୀ
Read More...