Browsing Tag

patna news

ଢେଙ୍କିକୋଟରେ ଦନ୍ତା

ପାଟଣା : ଗତ ୩/୪ ଦିନ ହେଲା ଘଟଗାଁ ବନାଞ୍ଚଳ ସାନ ମସିଣାବିଲା ଜଙ୍ଗଲରେ ଡେରା ପକାଇଛି ଏକ ଦନ୍ତା ହାତୀ । ଗତ ସୋମବାର ସନ୍ଧ୍ୟାରେ ଲଙ୍ଗଳକଣ୍ଟି ହୋଇ ଢେଙ୍କିକୋଟ ଅଞ୍ଚଳକୁ ପଶି ଆସିବା ଫଳରେ ସାଧାରଣ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ବାଣ ଫୁଟାଇ ହାତୀ ପଲକୁ ଘଉଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ
Read More...

ଓଲଟିଲା ଲୁହାପଥର ବୋଝେଇ ଟ୍ରକ

ପାଟଣା : କଲିକତାରେ ଅନଲୋଡିଂ କରିବାକୁ ଥିବା ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ ବାଉଁଶୂଳୀ – ଶରଧାପୁର ରାସ୍ତାରେ କଣ୍ଟିଆପଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଓଲଟି ପଡ଼ିଛି । ଗାଡିର ଚାଳକ ପାଖ ଅଞ୍ଚଳର ହୋଇଥିବାରୁ ବିଶ୍ରାମ ପାଇଁ ଘରକୁ ଗାଡି ନେଇ ଆସୁଥିବା ବେଳେ ଗାଡ଼ିଟି ଦୁର୍ଘଟଣାର
Read More...

ପ୍ୟାର କିଆ ତୋ ଡର୍‌ନା କ୍ୟା ?

ପାଟନା : ପ୍ୟାର କିଆ ତୋ ଡର୍‌ନା କ୍ୟା ? ପ୍ରେମ ସାମ୍ନାରେ ଜାତି, ଧର୍ମ ତୁଚ୍ଛ ହୋଇ ଆସିଛି । କାଳେ କାଳେ ସବୁବେଳେ ପ୍ରେମର ବିଜୟ ହୋଇଛି । ଏଥିପାଇଁ ତ ପ୍ରେମକୁ ଅଂଧ ବୋଲି କୁହାଯାଏ । ଜାତି ଓ ଧର୍ମକୁ ଅତିକ୍ରମ କରି ହଳେ ଯୁବକ ଯୁବତୀ ବିବାହ କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ପରିବାର
Read More...

ଗାଡିଆରେ ବୁଡି ଶିଶୁକନ୍ୟା ମୃତ

ପାଟଣା : ପାଟଣା ଥାନା ଅନ୍ତର୍ଗତ ହଳଦୀବଟା ଗ୍ରାମରେ ଗାଡ଼ିଆରେ ବୁଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ଅପରାହ୍ନ ୪ଟା ସମୟରେ ରାଇମଣି ମୁଣ୍ଡା ନାମକ ମାତ୍ର ୩ର୍ଷର ଶିଶୁକନ୍ୟା ଗାଡିଆରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗ୍ରାମର ତପାଇ
Read More...

ଜଗନ୍ନାଥ ମହାନ୍ତଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ

ପାଟଣା : ଫେସ୍ ଅଫ୍ ଫ୍ୟୁଚର ଇଣ୍ଡିଆ ପକ୍ଷରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ଯୁବ ପ୍ରତିଭା ତଥା ପିପିଳିଆ କଲେଜର ପୂର୍ବତନ ଛାତ୍ର ଜଗନ୍ନାଥ ମହାନ୍ତଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ମିଳିଛି । ସେ ବିଭିନ୍ନ ସାମାଜିକ ସଂଗଠନ ସହ ସକ୍ରିୟ
Read More...

ଟ୍ରକ୍‌ ହେଲପର ମାଡରେ ଡ୍ରାଇଭର ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୨ ଚକିଆ ଟ୍ରକ୍‌ର ହେଲପରଙ୍କ ଜ୍ୟାକ୍‌ ରଡ୍‌ ଆକ୍ରମଣରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।
Read More...

ଜଡିଚାତର ଗ୍ରାମର ତିନି ଜଣ ଯୁବକ ଛାତ୍ରୀଙ୍କ ଆଗରେ ରୋମିଓଗିରି ଦେଖାଇ ଗିରଫ

ପାଟଣା : ତୁରୁମୁଙ୍ଗା ଥାନା ଅଞ୍ଚଳ ଶ୍ୟାମସୁନ୍ଦରପୁର ନିକଟରେ ଟିଉସନ ଯାଉଥିବା ୩ଜଣ ଛାତ୍ରୀଙ୍କୁ ଗତକାଲି ଜଡିଚାତର ଗ୍ରାମର ତିନି ଜଣ ଯୁବକ ଟଣା ଓଟରା କରିବା ସହ ସେମାନଙ୍କଠାରୁ ମୋବାଇଲ ଛଡାଇ ନେବା ପାଇଁ ଚେଷ୍ଟା କରିଥିବା ସମ୍ପର୍କରେ ବଡଗମ୍ଭାରିଆ ଗ୍ରାମର ସଞ୍ଜିବ ମହାପାତ୍ର ତୁରୁମୁଙ୍ଗା
Read More...

ସ୍କୁଲ ବାରଣ୍ଡାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର : ବିଷାକ୍ତ ଓ ଅପମିଶ୍ରିତ ମଦ ନେଲା ଜୀବନ

ପାଟଣା : ହାଇସ୍କୁଲ ବାରଣ୍ଡାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା ସ୍ଥିତ ପଞ୍ଚାୟତ ହାଇସ୍କୁଲରୁ ଠାବ ହୋଇଛି ମୃତଦେହ । ମୃତକ କଣ୍ଟିଆପଡ଼ା ଗାଁର ବୈରାଗୀ ନାଏକ ବୋଲି ଜଣାପଡିଛି । ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ସୂଚନା ମିଲିଛି ।
Read More...

ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପାଟନା : ଭଜନ ସମ୍ରାଟ ଭାବେ ପରିଚିତ ହିନ୍ଦୀ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି । ଶୁକ୍ରବାର ଅପରାହ୍ନରେ ଚଞ୍ଚଲ ବିହାର ସ୍ଥିତ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ନରେନ୍ଦ୍ର ଦୁନିଆକୁ
Read More...

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ : ପରିବାର ଲୋକଙ୍କୁ ଗୁଳିକରି ଉଡାଇଦେବାକୁ ଦେଲେ ଧମକ

ପାଟଣା : ବିହାର ରୋହତସ ଜିଲ୍ଲାର ଦରିଗାଁ ଥାନା ଅଞ୍ଚଳରେ ରବିବାର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତ ୧୨ ବର୍ଷର ନାବାଳିକାକୁ ସେହି ଗାଁର କିଛି ଯୁବକ ଗଣଦୁଷ୍କର୍ମ କରିଛନ୍ତି ବୋଲି । ମିଳିଥିବା ସୂଚନା ଅନୁସାରେ
Read More...
error: Content is protected !!