Browsing Tag

odisha

ବଲାଙ୍ଗିରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ

ବଲାଙ୍ଗିର : ସପ୍ତମ ଶ୍ରେଣୀର ଜଣେ କୁନି ଝିଅ । ପାଠପଢ଼ାରେ ଯେତିକି ଦକ୍ଷ, ସଙ୍ଗୀତରେ ସେତିକି ପ୍ରତିଭାଶାଳୀ । ନିଜ ସୁମଧୁର କଣ୍ଠରେ ଭଜନ ପରିବେଷଣ କରି ଏବେ ବଲାଙ୍ଗିରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ । ଛୋଟବେଳୁ ବାପାଙ୍କ ପ୍ରେରଣା ଓ ଉତ୍ସାହରେ ସଙ୍ଗୀତ
Read More...

ଏକ ପେଡ୍ ମା କେ ନାମ ୨.୦ ଅବସରରେ ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏକ ପ୍ରେରଣାଦାୟକ ପଦକ୍ଷେପ ଏକ ପେଡ୍ ମା କେ ନାମ ୨.୦
Read More...

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ : ପ୍ରାୟ ୭ ହଜାର ପ୍ରବାସୀ ଆସିବେ, ବର୍ତ୍ତମାନ ସୁଦ୍ଧା ୨୭୪୮…

ଭୁବନେଶ୍ୱର : ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ
Read More...

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କରୋନା ପଜେଟିଭ୍

ଭୁବନେଶ୍ୱର, (କେପିଏନ୍ଏସ୍) : କରୋନାର କଳା ବାଦଲ ଘୋଟି ଚାଲିଛି ସାରା ବିଶ୍ୱରେ । ମାନୁନି କୌଣସି ଆକଟ । ଛୋଟ ବଡ଼, ଧନୀ ଗରିବ, ନାମୀ ଦାମୀ କାହାକୁ ଛାଡ଼ୁନି । ସୁଯୋଗ ପାଇଲେ ମାଡ଼ିବସୁଛି ଯେମିତି । ରାଜନେତାଙ୍କ ଠାରୁ ଆରମ୍ଭ କରି ଗରିବ, ଖଟିଖିଆ ପର୍ଯ୍ୟନ୍ତ କେହି ତା’ଠାରୁ ମୁକ୍ତ
Read More...

ଏଇ ସପ୍ତାହରେ ବାହାରିବ +୨ ବିଜ୍ଞାନ ଫଳାଫଳ

ଭୁବନେଶ୍ୱର, (କେପିଏନ୍ଏସ୍) : ଅଗଷ୍ଟ ୧୫ ତାରିଖ ସୁଦ୍ଧା +୨ ବିଜ୍ଞାନ ଫଳାଫଳ ପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏ ସଂପର୍କରେ ସଂପୃକ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା ଦିନେ ଦୁଇ ଦିନ ଭିତରେ ହେବ ବୋଲି ବିଶ୍ୱାସ କରାଯାଉଛି । ସୂଚନା
Read More...