Browsing Tag

news of world

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ଦୁବାଇ : କ୍ରିକେଟ ପୁଣି ଥରେ ଅଲିମ୍ପିକ୍ସରେ ସାମିଲ ହେବାକୁ ଯାଉଛି । ଏଥିପାଇଁ ଜୋର୍‌ ପ୍ରୟାସ କରୁଛି ଆଇସିସି । ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେଲେ କି ପ୍ରକାର ଆର୍ଥିକ ଲାଭ ମିଳିବ, ତାହା ଜଣାଇବାକୁ ବିଶ୍ୱ କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା ସଦସ୍ୟ ବୋର୍ଡକୁ ଆହ୍ୱାନ କରିଥିବା
Read More...

ଟ୍ରମ୍ପଙ୍କ ଚାପକୁ ମାନିଲା ନାହିିଁ ଭାରତ, ଆମେରିକୀୟ ଘାତକ ଡ୍ରୋନ କ୍ରୟକୁ ମଂଜୁରି ଦେଲାନାହିିଁ

ୱାଶିଂଟନ୍ଆ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭାରତ ଠାର ଲାଭ ଉଠାଇବାକୁ ଚେଷ୍ଟା କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଏକ ବଡ଼ ଝଟକା ଦେଇଛି । ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ଚାପ ସତ୍ତେ୍ୱ ଆମେରିକା ସଶସ୍ତ୍ର ଡ୍ରୋନ୍ ଏମ୍‌କ୍ୟୁ-୯ ରିପର୍ କିଣିବାକୁ
Read More...

ଫ୍ରାନ୍ସର ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ : ମହିଳାଙ୍କୁ ଛୁରୀରେ ଗଳା କାଟି ହତ୍ୟା, ୩ ମୃତ

ନିସ୍‌ : ଫ୍ରାନ୍ସର ନିସ ସହରରେ ଅବସ୍ଥିତ ଏକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ଏହି ଆକ୍ରମଣରେ ସମୁଦାୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଚୁହାଯାଇଛି । ଆତଙ୍କବାଦୀ ଜଣେ ମହିଳାଙ୍କ ଗଳା କାଟିବା ସହ 'ଆଲ୍ଲାହୁ ଆକବର' କହି ଅନ୍ୟ ୨ ଜଣଙ୍କ ଜୀବନ ନେଇଥିବା
Read More...

ଇମ୍ରାନ ଖାନ୍‌ କରାଇଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ, ଫୱାଦ ଚୌଧୁରୀଙ୍କ ବଡ ବିବୃତ୍ତି

ଇସ୍‌ଲାମାବାଦ : ଇମ୍ରାନ ଖାନ୍‌ କରାଇଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବୋଲି ଫୱାଦ ଚୌଧୁରୀଙ୍କ ବଡ ବିବୃତ୍ତି ସାମ୍‌ନାକୁ ଆସିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ଏକ ପ୍ରକାର ସ୍ୱୀକାର କରିଛି । ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଫୱାଦ୍ ଚୌଧୁରୀ ପୁଲୱାମା ଆକ୍ରମଣକୁ ଏକ
Read More...

ତାଇୱାନରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ବାୟୁସେନା ପାଇଲଟଙ୍କ ମୃତ୍ୟୁ

ତାଇପେଇ : ଗୁରୁବାର ସକାଳେ ଏକ ଟ୍ରେନିଂ ଅପରେସନ୍ ସମୟରେ ତାଇୱାନର ଏଫ୍‌-୫ଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିବାନୁସାରେ, ଦୁର୍ଘଟଣାର
Read More...

ଫିଲାଡେଲ୍‌ଫିଆରେ ପୋଲିସ ଗୁଳିରେ କଳା ନାଗରିକଙ୍କ ହତ୍ୟା : ହିଂସା ଏବଂ ଅଗ୍ନିକାଣ୍ଡ ପରେ ସହରରେ କର୍ଫ୍ୟୁ ଲାଗୁ

ଫିଲାଡେଲ୍‌ଫିଆ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଣେ କଳା ନାଗରିକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ହଜାର ହଜାର ଲୋକ ଫିଲାଡେଲ୍‌ଫିଆ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଏବଂ ହିଂସା ଘଟଣା ସାମ୍ନାକୁ ଆସିଛି ।
Read More...

ରୁଷ୍‌ର କରୋନା ଭାଇରସ୍‌ ଟୀକା ସ୍ପୁଟନିକ୍ ଭି : ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ମସ୍କୋ : ରୁଷ୍‌ରେ ନିର୍ମିତ କରୋନା ଭୂତାଣୁର ଏକ ଟୀକା ସ୍ପୁଟନିକ୍ ଭି ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ । ଏହି ଟୀକା ସୃଷ୍ଟି କରିଥିବା ଗମ୍‌ଲେୟା ଗବେଷଣା କେନ୍ଦ୍ରର ମୁଖ୍ୟ ଆଲେକ୍ସଜାଣ୍ଡାର୍ ଗିଣ୍ଟବର୍ଗ ସୋମବାର ଏହି ସୂଚନା ଦେଇଛନ୍ତି । ସେ
Read More...

ଇଥିଓପିଆର ସୁରି ଜନଜାତିର କିଛି ଜାଣିବା କଥା : ବିବାହ ପାଇଁ ହୁଏ ରକ୍ତାକ୍ତ ସଂଘର୍ଷ, ଝିଅମାନେ ଦାନ୍ତ ଭାଙ୍ଗି ସୁନ୍ଦରୀ…

ଇଥିଓପିଆ : ଆଫ୍ରିକାର ଇଥିଓପିଆରେ ବହୁ ପ୍ରାଚୀନ ଜନଜାତି ବସବାସ କରନ୍ତି । ଏଠାରେ ଗୋଟିଏ ପାର୍ଶ୍ୱରେ ଖୁଙ୍କାର ମୁର୍ସି ଜନଜାତି ଏବଂ ଅନ୍ୟ ପଟେ ସୁରି ସମ୍ପ୍ରଦାୟ, ଯେଉଁଠାରେ ସୌନ୍ଦର୍ୟ୍ୟର ସମୀକରଣ ଜଗତର ଅନ୍ୟମାନଙ୍କଠାରୁ ଭିନ୍ନ । ବିବାହ କରିବାକୁ ମଧ୍ୟ ପୁଅମାନଙ୍କୁ ବୀରତ୍ୱର ପରିଚୟ
Read More...

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଦେଲେ ଶାନ୍ତି ପ୍ରସ୍ତାବ

ଇସଲାମାବାଦ : ନୱାଜ ସରିଫଙ୍କ ନେତୃତ୍ୱରେ ବିରୋଧୀ ଦଳର ଭୟଙ୍କର ଆକ୍ରମଣ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଭାରତକୁ ଶାନ୍ତି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏହି ଶାନ୍ତି ପ୍ରସ୍ତାବରେ ଇମ୍ରାନ ଖାନ ମଧ୍ୟ କାଶ୍ମୀରକୁ ସମର୍ଥନ କରି କହିଛନ୍ତି ଯେ, ଶାନ୍ତି ପାଇଁ
Read More...

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁନର୍ବାର କରୋନା ସଂକ୍ରମିତ ହୋଇପାର‌ନ୍ତି, ଆଣ୍ଟିବଡି ହେଉଛି ପ୍ରଭାବହୀନ :…

ଲଣ୍ଡନ : କରୋନା ଜୀବାଣୁରୁ ମୁକ୍ତି ପାଇଥିବା ଲୋକମାନେ ପୁନର୍ବାର ଏହି ବିଶ୍ୱ ମହାମାରୀର ଶିକାର ହୋଇପାରନ୍ତି । ବ୍ରିଟିଶ ଅନୁସନ୍ଧାନକାରୀମାନେ ଦାବୀ କରିଛନ୍ତି ଯେ ଆଣ୍ଟିବଡି, ଯାହା କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ ତାହା ଶୀଘ୍ର ହ୍ରାସ ପାଉଛି । ଏହି
Read More...