Browsing Tag

news of world

ଜେଏଆଇଏନ୍‌ଏ ସମ୍ମିଳନୀକୁ ସମ୍ବୋଧିତ କରବେ ଦଲାଇ ଲାମା

ୱାଶିଂଟନ୍‌ : ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ‘ଫେଡେରେସନ୍‌ ଅଫ୍‌ ଜୈନ ଆସୋସିଏଟ୍ସ ଇନ୍‌ ନର୍ଥ ଆମେରିକା’(ଜେଏଆଇଏନ୍‌ଏ)ର ଏକବିଂଶ ସମ୍ମିଳନୀରେ ଗୁରୁବାର ଦିନ ଏକ ବିଶେଷ ସମ୍ବୋଧନ କରିବେ । କାର୍ଯ୍ୟକ୍ରମର ଆୟୋଜକମାନେ ଏହି ସୂଚନା ଦେଇଛନ୍ତି । କୁହାଯାଇଛି ଯେ, ବିଶ୍ୱ ମହାମାରୀ…
Read More...

ଚୀନକୁ ସନ୍ତୁଷ୍ଟ କରିବା ମିଶନ୍‌ରେ ଇମ୍ରାନ ଖାନ : କହିଲେ, ଚୀନ୍‌ ସହ ବନ୍ଧୁତା ଭାଙ୍ଗିବାକୁ ଆମେରିକା ଚାପ ପକାଉଛି

ଇସଲାମାବାଦ : ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂରଣ ହେବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଡ୍ରାଗନକୁ ସନ୍ତୁଷ୍ଟ କରିବା ଆରମ୍ଭ କରିଛନ୍ତି । ଚୀନ୍‌ର ରାଷ୍ଟ୍ରାୟ ଟିଭି ଚ୍ୟାନେଲ ସହ ଏକ ବାର୍ତ୍ତାଳାପରେ ଇମ୍ରାନ ଖାନ ଦାବୀ କରିଛନ୍ତି ଯେ, ଚୀନ୍‌…
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ତୃତୀୟ ଦିନ ଷ୍ଟମ୍ଫସ୍ ବେଳକୁ ନ୍ୟୁଜିଲାଣ୍ଡ ୧୦୧/୨ : କାଇଲ ଜାମିସନଙ୍କ ୨୨-୧୨-୩୧-୫ ସଫଳତା…

ସାଉଥାମ୍ପଟନ୍‌ : ଏଜିସ୍‌ ବାୱେଲରେ ଚାଲିଥିବା ଐତିହାସିକ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ୱ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି । କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ୱାନଭରା…
Read More...

ଡବ୍ଲ୍ୟୁଟିସି ଫାଇନାଲ : ଭାରତ ପ୍ରଥମ ଇଂନିସରେ ୨୧୭ ରନରେ ଅଲଆଉଟ୍

ସାଉଥାମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବେଳେ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ…
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ଟସ୍ ହାରି ଭାରତ କରୁଛି ବ୍ୟାଟିଂ

ବର୍ଷା ପାଇଁ ମ୍ୟାଚ ଏକାଧିକ ଥର ବନ୍ଦଶୀର୍ଷ ୩ବ୍ୟାଟରଙ୍କ ଶୀଘ୍ର ଆଉଟ୍ ପରେ ପାଲି ସଜାଡୁଛନ୍ତି କୋହଲି-ରାହାଣେ ସାଉଥମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲ୍‌ର ପ୍ରଥମ ଦିନର ଖେଳକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା । ଦ୍ୱିତୀୟ ଦିନରେ ବି…
Read More...

ଭାରତ-ଇଂଲଣ୍ଡ ଏକମାତ୍ର ଟେଷ୍ଟ ଅମିମାଂସିତ

ବ୍ରିଷ୍ଟଲ୍‌ : ସେଫାଳି ବର୍ମାଙ୍କ ଉଭୟ ପାଳିରେ ଅର୍ଦ୍ଧଶତକ ପରେ ଦୀପ୍ତି ଶର୍ମା ଓ ସ୍ନେହା ରାଣାଙ୍କ ଦ୍ୱିତୀୟ ପାଳି ଅର୍ଦ୍ଧଶତକ ବଳରେ ଭାରତୀୟ ମହିଳା ଦଳ ଘରୋଇ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌କୁ ଅମିମାଂସିତ ରଖିଛି । ପ୍ରଥମ ପାଳିରେ ୨୩୧ ରନ୍‌ କରି ୧୬୫ ରନ୍‌ରେ ପଛୁଆ ରହିବା ପରେ…
Read More...

ଡବ୍ଲ୍ୟୁଟିସି ଫାଇନାଲ : ଭାରତ-ନ୍ୟୁଜିଲାଣ୍ଡ ଲଢେ଼ଇ ୧୮ରୁ ୨୨, ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଉଭୟ ଦଳ : ମ୍ୟାଚରେ…

ସାଉଥମ୍ପଟନ୍ : ଚଳିତ ବର୍ଷର ସବୁଠାରୁ ପ୍ରତୀକ୍ଷିତ କ୍ରିକେଟ୍ ମୁକାବିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍‌ରେ ଆରମ୍ଭ ହେବ । ଏହି ଲଢ଼େଇ ‌ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ…
Read More...

ପାକିସ୍ତାନର ସଂସଦରେ ଜବର୍‌ଦସ୍ତ ହଙ୍ଗାମା

ଇସ୍‌ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନର ଜାତୀୟ ବିଧାନସଭା (ସଂସଦ)ରେ ଜବର୍‌ଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି । ଏକ ସୁସ୍ଥ ଗଣତନ୍ତ୍ରରେ ଏହା ଆଶା କରାଯାଏ ନାହିଁ । ରାଷ୍ଟ୍ରୀୟ ବିଧାନସଭାରେ ବଜେଟ୍ ଉପରେ ଆଲୋଚନା ବେଳେ ସାଂସଦମାନେ ପରସ୍ପରକୁ କାଦୁଅ ଫୋପଡ଼ା ନୀତି ଅବଲଂବନ କରିଛନ୍ତି ।…
Read More...

ଦକ୍ଷିଣ ଆଫ୍ରିକାରେ ଏକା ଥରକୁ ୧୦ ସନ୍ତାନ ଜନ୍ମ ଦେଲେ ଜଣେ ମହିଳା, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ

ଡର୍ବାନ୍ : ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏକା ଥରକୁ ୧୦ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଯଦି ଡାକ୍ତରମାନେ ଏହି ପିଲାମାନଙ୍କର ଜନ୍ମକୁ ନିଶ୍ଚିତ କରନ୍ତି, ତେବେ ଏହା ନିହାତି ଏକ ବିଶ୍ୱ ରେକର୍ଡ ହେବ । ଠିକ୍ ଗୋଟିଏ ମାସ ପୂର୍ବରୁ, ମାଲିର ଜଣେ ମହିଳା ମୋରୋକୋରେ ନଅଟି ଶିଶୁ ଜନ୍ମ ଦେଇଥିଲେ…
Read More...

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା : ୫୧ ମୃତ, ଶତାଧିକ ଆହତ

କରାଚି : ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶରେ ସୋମବାର ସକାଳେ ଏକ ଏକ୍ସପ୍ରେସ ଟ୍ରେନ ଅନ୍ୟଏକ ଟ୍ରେନର ପଟରିରୁ ଓହ୍ଲାଇ ଯାଇଥିବା ବଗି ସହ ଧକ୍‌କା ହେବା ଫଳରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାକୁ ନିକଟ ଅତୀତରେ ଦେଶରେ ଘଟିଥିବା ସବୁଠାରୁ ବଡ…
Read More...