Browsing Tag

loisngha news

ଲୋୟର ସୁକତେଲ ପ୍ରକଳ୍ପ ଡେମ୍‌ ସାଇଟରେ ଠିକା ଶ୍ରମିକଙ୍କ ଆତ୍ମହତ୍ୟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ମାଗୁରବେଡା ନିକଟସ୍ଥ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ କାମ କରୁଥିବା ଜନୈକ ଠିକା ଶ୍ରମିକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଶ୍ରମିକଙ୍କ ନାମ ନରେଶ୍ୱର ଷାଣ୍ଢ(୨୭) ଓ ତାଙ୍କ ଘର ଅନୁଗୁଳ ଜିଲାରେ
Read More...

ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଏବଂ ମେହେର ଜୟନ୍ତୀ ପାଳିତ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଆଚାର୍ଯ୍ୟ ଅଚ୍ୟୁତାନନ୍ଦ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ
Read More...

ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ସମୟରେ ଗ୍ରାମାଂଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ଏକ ବିରାଟ ଆହ୍ୱାନ ହୋଇ ଠିଆ ହୁଏ । ଏହି ପରିପ୍ରେକ୍ଷୀରେ ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ
Read More...

ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ କଡା ମୁକାବିଲା : ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ଏଥିପାଇଁ ଆଶାୟୀ ଥିବା ପ୍ରାର୍ଥୀ ବିଭିନ୍ନ ପଞ୍ଚାୟତରୁ ନିର୍ବାଚନ ଲଢ଼ିବା ସହିତ ଜିତିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ
Read More...

ସକମା ଠାରେ ‘ନବଉଷା’ ପତ୍ରିକା ଉନ୍ମୋଚନ ଓ ବନ୍ଧୁମିଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅନ୍ତର୍ଗତ ସକମା ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଅଧିନସ୍ଥ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ର ତୃତୀୟ ସେମିଷ୍ଟାର ଓଡିଆ ବିଭାଗ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସାହିତ୍ୟ ପତ୍ରିକା "ନବଊଷା" ଉନ୍ମୋଚନ
Read More...

ଝାରମୁଣ୍ଡାରେ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥଲେଟିକ ଆସୋସିଏସନ, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ମିନି ଷ୍ଟାଡିୟମ ଠାରେ ଚାଲିଥିବା ତ୍ରୀଦିବସିୟ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ
Read More...

ଜିଲା ପେଷାଦାର ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥଲେଟିକ ଆସୋସିଏସନ ସଭାଗୃହ ଠାରେ ବଲାଙ୍ଗିର ଜିଲା ପେଷାଦାର ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଘର ଦିବଂଗତ ସଦସ୍ୟ ସ୍ବର୍ଗତ
Read More...

ବିଜୁ ଜନତା ଦଳର ବିରାଟ ଜୋନ ସ୍ତରୀୟ ଦଳୀୟ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ବ୍ଳକ ୧ ନମ୍ବର ଜୋନର ଘୁଚେପାଲି ଠାରେ ବିଜୁ ଜନତା ଦଳର ରାଜ୍ୟପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଆଗଲପୁର ବ୍ଳକ ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱ ଏବଂ ସ୍ଥାନୀୟ ସରପଞ୍ଚ ତଥା
Read More...

ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବ୍ଳକ ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ
Read More...

ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟତା ଗ୍ରହଣ କଲେ ଲୋଇସିଂହା ବିଧାୟକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋଭାଡି ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟତା ଗ୍ରହଣ କରିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ତେବେ ଏଥିରେ ତାଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
Read More...