Browsing Tag

loisingha news

“ଅଧିକାର ପାଇଁ ଲଢେଇ ହେବ”

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୌଣସି ପରିସ୍ଥିତିରେ ଖଣି ଖାଦାନ ପାଇଁ ଜମି ଦିଆଯିବ ନାହିଁ । ପୁରୁଷାନୁକ୍ରମେ ଆଦିବାସୀ ତଥା ପାରମ୍ପରିକ ବନବାସୀ ସୁରକ୍ଷା ଦେଇ ଆସୁଥିବା ତଥା ଚାଷବାସ କରୁଥିବା ଜଙ୍ଗଲ ଜମିକୁ ଖଣି କମ୍ପାନୀ ଗୁଡ଼ିକ ହାତରେ ଟେକି ଦେବା ପାଇଁ ସରକାର ମସୁଧା କରିଛନ୍ତି ।…
Read More...

ଟ୍ରାକ୍ଟର ଚୋରି ଅଭିଯୋଗରେ ୫ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବଡ଼ଟିକା ପଞ୍ଚାୟତର ସାହାଜଛାପର ଗ୍ରାମରୁ ଗତ ତା: ୨୨/୧୦/୨୦୨୫ରେ ଏକ ଟ୍ରାକ୍ଟର ଇଞ୍ଜିନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଦୀର୍ଘ ୫ ମାସ ପରେ ଚୋରି ଟ୍ରାକ୍ଟରକୁ ଉଦ୍ଧାର କରିବା ସହିତ ଏହି…
Read More...

ପଣ୍ଡରାଣୀ ଗ୍ରାମରେ ଅଭିରାମ ଆଶ୍ରମର ବାର୍ଷିକ ଭକ୍ତ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିକଟସ୍ଥ ପଣ୍ଡରାଣୀ ଗ୍ରାମର ଶ୍ରୀ ଶ୍ରୀ ଅଭିରାମ ଆଶ୍ରମରେ ୧୧ତମ ବାର୍ଷିକ ଭକ୍ତ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧିବାସ ଓ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ଅନ୍ନଯଜ୍ଞ, ଘୃତଯଜ୍ଞ ହୋଇଥିଲା । ପୁରୀ ଜିଲ୍ଲା…
Read More...

ଲୋଇସିଂହା ବ୍ଲକରେ ମନରେଗା ଦିଗହରା କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦାଦନ ରୋକିବାକୁ ଗରିବ ଶ୍ରେଣୀର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର "ମନରେଗା" ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନା ଲୋଇସିଂହା ବ୍ଲକରେ କ୍ରମଶଃ ଦିଗହରା ହେବାରେ ଲାଗିଛି ।…
Read More...

କୁଶମେଲଠାରେ ନବମ ଆଞ୍ଚଳିକ ଲୋକ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବ୍ଳକ୍ କୁଶମେଲ ଠାରେ ମାଁ କୁଶଙ୍ଗେଇ କଳା ପରିଷଦ ଆନୁକୂଲ୍ୟରେ ନବମ ବର୍ଷ ଆଞ୍ଚଳିକ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସଞ୍ଜୟ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଲୋକବାଦ୍ୟ, ଲୋକନୃତ୍ୟ ଦଳ ଓ ୧୨ଟି…
Read More...

ନବଦିନାତ୍ମକ ବାସନ୍ତୀକ ଦୁର୍ଗାପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଦୁର୍ଗା ମଣ୍ଡପ ନିକଟରେ ସ୍ଥାନୀୟ ଶାରଳା ଶକ୍ତିପୀଠର ନବଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ସକାଶେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଅବସରରେ ଶାରଳା ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧକ୍ଷ ଦେବୀପୁତ୍ର ମୁରଲୀ ଭୋଇଙ୍କ ସହିତ ପଣ୍ଡିତ…
Read More...

ଫଲସା ମାଲ ମହଦେଶ୍ୱର ବାବାଙ୍କ ପୀଠରେ ଜାଗର ଯାତ୍ରା ଓ ମହାଶିବରାତ୍ରି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତର ଫଲସାମାଲ ସ୍ଥିତ ମହଦାଶୁନି ପାହାଡ ଉପରେ ବାବା ମହଦେଶ୍ୱରଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସପ୍ତାହ ବ୍ୟାପୀ ଓଡ଼ିଆ ରାମଚରିତ ମାନସ ପାରାୟଣ ହୋଇଥିଲା । ଏଥିରେ ସୁରେନ୍ଦ୍ର…
Read More...

ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ – ନଅଗାଁ(ଖ) ଚମ୍ପିୟାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳରେ କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ବିଧାୟକ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।…
Read More...

ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଫାଇନାଲରେ ବାଦିବାହାଲ ଓ ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ତଥା ସ୍ଵେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ବିଧାୟକ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ସେମି ଫାଇନାଲ…
Read More...

ଲୋଇସିଂହା ଏନଏସି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ, ବୁର୍ଡା ପଞ୍ଚାୟତ ଏବଂ ହୀରାପୁର ପଞ୍ଚାୟତର ପନେସରା, ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ନେଇ ନୂତନ ଏନଏସି ଗଠନ ପ୍ରକ୍ରିୟାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ମୋହର ମାରିଛି । ୨୦୧୧ ଜନଗଣନା ଅନୁଯାୟୀ, ପ୍ରସ୍ତାବିତ ଏନଏସିର ମୋଟ…
Read More...