ଶାରଳା ଶକ୍ତିପୀଠରେ ଷୋହଳ ପୂଜା ପାଇଁ ଖଣ୍ଡାବସା ପର୍ବ
ଲୋଇସିଂହା, (ବିମନ୍ଦେୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଠାରୁ ଖଣ୍ଡାବସା ହେବ । ଚଳିତ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ!-->…
Read More...
Read More...