Browsing Tag

loisinga news

ପିସିଓ ଚୌକି ମୋହରେ ବାବୁ ଠିକାଦାର ମହଲରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସକାଶେ ଜଣେ ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ତିନିବର୍ଷ କାର୍ଯ୍ୟକରିବା ପରେ ଅନ୍ୟତ୍ର ବଦଳି କରିବା ପାଇଁ ସରକାର ନିୟମ ପ୍ରଣୟନ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଏହି ନିୟମ କାମକରୁ ନାହିଁ…
Read More...

ଗଛ ସର୍ଭେ ଆଳରେ ମାଇନିଙ୍ଗ ସର୍ଭେ ପାଇଁ ଯାଇଥିବା ଟିମକୁ ବିରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଏର ସୁକତେଲ ପ୍ରକଳ୍ପ ପରେ ମାଙ୍ଗାନିଜ ଖଣି ପ୍ରକଳ୍ପ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଯୋଗୁଁ ଲୋଇସିଂହା ବ୍ଲକବାସୀଙ୍କୁ ବିସ୍ଥାପନର ଚିନ୍ତା ଘାରିଛି । ବ୍ଲକ ଅନ୍ତର୍ଗତ ବାନିପାଲି ଅଞ୍ଚଳକୁ ଗଛ ଗଣତି ପାଇଁ ଯାଇଥିବା ସର୍ବେକ୍ଷଣ ଟିମକୁ…
Read More...

‘ଜନ ଆକ୍ରୋଶ ମହିଳା ସମାବେଶ ଓ ଶୋଭାଯାତ୍ରା’ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଳା ଓ କୁସମେଲ ମଣ୍ଡଳ ଠାରେ ମଣ୍ଡଳ ସ୍ତରୀୟ 'ଜନ ଆକ୍ରୋଶ ମହିଳା ସମାବେଶ ଓ ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସ୍ଥାନୀୟ ଅଞ୍ଚଳର ମା'ମାନେ ଉପସ୍ଥିତ ରହି 'ନାରୀ ଶକ୍ତି ବନ୍ଦନ ଅଧିନିୟମକୁ…
Read More...

ନୂତନ ଅବକାରୀ ନୀତି ଜାରି ହୋଇ ଏକ ମାସ ଅତିକ୍ରାନ୍ତ ପରେ ମଧ୍ୟ ଓଏସ୍‌ ଆଉଟ୍-ଷ୍ଟିଲ୍ ଦୋକାନ ଗୁଡ଼ିକ ପାଇଁ ପ୍ରକାଶ…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ସରକାର ଗତ ୨୬ ମାର୍ଚ୍ଚ ୨୦୨୬ରେ ନୂତନ ଆବକାରୀ ନୀତି ଜାରି କରିଥିଲେ ଏବଂ ୧ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇଛି । କିନ୍ତୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟର ମହୁଆ ଫୁଲ ଆଧାରିତ ଆଉଟ୍-ଷ୍ଟିଲ୍ (ଓଏସ୍‌) ଦୋକାନଗୁଡ଼ିକ ପାଇଁ…
Read More...

ବୁଢ଼ୀପଦର ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁଢ଼ୀପଦରରେ ଷୋହଳ ପ୍ରହରୀ ନାମଯଜ୍ଞ ସଙ୍କୀର୍ତ୍ତନ ଉଦଯାପିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପ୍ରଶାନ୍ତ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପ୍ରଧାନ ଦାୟିତ୍ଵ ନିର୍ବାହ କରିଥିଲେ । ମୁଖ୍ୟ ପୂଜକ ରମେଶ ମିଶ୍ର ତଥା ବାବା ରଘୁନାଥ…
Read More...

ଭାରତୀୟ ଜନତା ପାର୍ଟିର ବିଜୟକୁ ନେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଭାରତୀୟ ଜନତା ପାର୍ଟିର ବୃହତ ବିଜୟକୁ ନେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ସ୍ଥାନୀୟ ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅତ୍ୟନ୍ତ ଉତ୍ସାହର ସହ ଏହି…
Read More...

ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଲୋଅର ସୁକତେଲ ପ୍ରକଳ୍ପ ନିକଟସ୍ଥ ବେଲପାଲି ଆମ୍ବ ବଗିଚା ଠାରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁଙ୍କ…
Read More...

ନବଗଠିତ ଲୋଇସିଂହା ଏନ୍‌ଏସିର କାର୍ଯ୍ୟାଳୟ ଉଦଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପରିସରରେ ନବ ଗଠିତ ଏନ୍‌ଏସିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସ ଜରିଆରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହାର ଶୁଭାରମ୍ଭ ପୂର୍ବକ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ…
Read More...

ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତକରଣ ବିଭାଗ ଓଡିଶା ସରକାର ତଥା ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ର ମିଳିତ ସହାୟତାରେ ସ୍ଥାନୀୟ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟ ଠାରେ ଦ୍ୱିଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି ଯୋଜନା…
Read More...

ଯୋଗିସର୍ଡ଼ା ଦଧିବାମନ ରାମଲୀଳା ନାଟ୍ୟ ମହୋତ୍ସବ ପକ୍ଷରୁ ଶ୍ରୀରାମଙ୍କ ପୁଜନୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗିସର୍ଡା ଦଧିବାମନ ରାମଲୀଳା ନାଟ୍ୟ ମହୋତ୍ସବ ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରଭୁ ଶ୍ରୀରାମଙ୍କ ପୁଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଯାତ୍ରା ସହ ପ୍ରଭୁ ଶ୍ରୀରାମଙ୍କ ପୂଜା ଆରମ୍ଭ ହୋଇଥିଲା । ଗତ ୧୯୩୧…
Read More...