Browsing Tag

kothapada news

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଠପଦା : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୃଷ୍ଣଦାସପୁର ଶ୍ରିପୁରା ଛକରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଛୁତୀ ବସନ୍ତ ଗ୍ରାମର ଜଦୁନାଥ ଦଳେଇ । ସୂଚନାନୁଯାୟୀ, ଜଦୁନାଥ ଦଳେଇ ଦୀର୍ଘ ୧୫ ବର୍ଷ ହେବ ଶ୍ୱଶୁର ଘର ମାଣ୍ଡୁକା
Read More...

କାର୍‌ ଭିତରେ ଅଣନିଃଶ୍ୱାସୀ ହୋଇ ଚାଲିଗଲା ଶିଶୁର ଜୀବନ

ମାହାଙ୍ଗା/କୋଠପଦା : କାର୍‌ ଭିତରେ ଅଣନିଃଶ୍ୱାସୀ ହୋଇ ଚାଲିଗଲା ଶିଶୁର ଜୀବନ । ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗ୍ରାମରେ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ପୁତ୍ର ସତ୍ୟ ପ୍ରକାଶ(୪) ଘର ଲୋକଙ୍କ ଅଜାଣତରେ କାର୍‌ ଚାବି ଆଣି ଗାଡ଼ି ଭିତରେ ପଶିଯାଇଥିଲା । ଡୋର୍‌ ଲକ୍‌
Read More...