କୋଇଡାରେ ବନ ବିଭାଗର ବଡ଼ ସଫଳତା : ୩୭ ଟନ୍ ଚୋରା ମାଙ୍ଗାନିଜ ଜବତ, ୨ ଗିରଫ
କୋଇଡା, (କେପିଏନ୍ଏସ୍) : ଦୀର୍ଘ ଦିନ ଧରି ଲୁହାପଥର ଓ ମାଙ୍ଗାନିଜ ଚୋରାଚାଲାଣ ପାଇଁ ଚର୍ଚ୍ଚାରେ ଥିବା କୋଇଡା ଅଞ୍ଚଳରେ ବନ ବିଭାଗ ଏବେ କଡ଼ା ପଦକ୍ଷେପ ନେଇଛି । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୋଇଡା ବନାଞ୍ଚଳ ଅଧିକାରୀ ଅସିତ କୁମାର ସାହୁଙ୍କ ନେତୃତ୍ୱରେ ଖଣି ମାଫିଆଙ୍କ ବିରୋଧରେ!-->…
Read More...
Read More...