Browsing Tag

kantabanji news

ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସପ୍ତାହବ୍ୟାପି ଆତ୍ମସୁରକ୍ଷା ତାଲିମ ଉଦ୍‌ଯାପିତ

ନିଜେ ସୁରକ୍ଷିତ ହେଲେ ଅନ୍ୟକୁ ସୁରକ୍ଷା ଦିଆଯାଇପାରିବ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟାମିକ ମହିଳା ବିଦ୍ୟାଳୟରେ ଚାଲିଥିବା ସପ୍ତାହବ୍ୟାପି ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ପ୍ରକାଶ
Read More...

କଂଟାବାଂଜି ଥାନାରେ ପୋଲିସ ସମିତି ବୈଠକ

ଟ୍ରାଫିକ ଓ ଉଠା ଦୋକାନୀ ଯୋଗୁଁ ଟ୍ରାଫିକ ସମସ୍ୟା ଅଧିକ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନାରେ ସୋମବାର ସଂଧ୍ୟାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,
Read More...

ଅବକାରୀ ବିଭାଗ ଦ୍ୱାରା ଚଢାଉ, ୪ ଜଣଙ୍କୁ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଂଟାବାଂଜି ଅବକାରୀ ରେଂଜ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଶୁକ୍ରବାର ଦିନ ଅଚାନକ ଚଢାଉ କରାଯାଇଛି । ଏହି ଚଢାଉରେ କଂଟାବାଂଜି ରେଳ ଷ୍ଟେସନ ପରିସରରେ ଅବାଧ କୁଚିଆ ମଦ ଦୋକାନ ଏବଂ ବେଆଇନ ମଦ
Read More...

ଖୁଟୁଲୁମୁଣ୍ଡା ଶିବରାତ୍ରିରେ ଶିବ ପାରାୟଣ ଏବଂ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ ଫେବୃଆରୀ ୧୮ ତାରିଖରୁ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପରିସରରେ ମହାଶିବରାତ୍ରି ମେଳା ଅବସରରେ ଶିବ ପାରାୟଣ ଓ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳା ଅବସରରେ
Read More...

ସତନାମିପଡାରୁ ଗୋ ମାଂସ ଚାଲାଣ ବେଳେ ଟେମ୍ପୁ ଜବତ : ୪ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ୱାର୍ଡ ନଂ.୧୫ ରେଲବାଇ ସତନାମିପଡାରୁ ଏକ ଟେମ୍ପୁରେ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେରାମସେନା ତରଫରୁ ଟେମ୍ପୁ ସହ ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ
Read More...

ଟ୍ରେନରେ କଟି ଜଣେ ଯୁବକ ମୃତ : କାରଣ ଅସ୍ପଷ୍ଟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି-ମୁରିବାହାଲ ରେଲ ସେକ୍ସନର ପମ୍ପୁ ତଲାବ ନିକଟସ୍ଥ ରେଲ କି.ମି. ଖମ୍ବ ନଂ. ୧୭୧/୧୨/୧୩ଠାରେ ଶନିବାର ସକାଳୁ ଜଣେ ଯୁବକର ଟ୍ରେନରେ କଟି ମୃତ୍ୟୁ ହୋଇଛି । କଂଟାବାଂଜି ଜି.ଆର.ପି.ଙ୍କ ସୂଚନା ମୁତାବକ ସକାଳୁ ଆସୁଥିବା କୌଣସି
Read More...

ବନ ବିଭାଗ ପକ୍ଷରୁ ପେଟ୍ରୋଲିଂଗ ବେଳେ ଚୋରା ୨୨ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନ ବିଭାଗ ଦ୍ୱାରା ଶୁକ୍ରବାର ରାତିରେ ପେଟ୍ରୋଲିଂଗ ବେଳେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ବୋଝଇେ ଟ୍ରାକ୍ଟର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ସୀମାର ବରକାନି ଗ୍ରାମରେ
Read More...

ରେଲୱେ ସ୍କୁଲର ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ସରକାରୀ ରେଲୱେ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜି ନଗରପାଳ ବରିୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଣ୍ଟାବାଞ୍ଜି ଉପନଗରପାଲ ଶ୍ରୀମତି ମନୋରମା ରାଉତ, କଣ୍ଟାବାଞ୍ଜ
Read More...

ଚେତାବନୀ ସାହିତ୍ୟ ସଂସଦ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସଦ 'ଚେତାବନୀ' କେସିଙ୍ଗାର ୩୫ତମ ପୁଷ୍‌ପୁନୀ ଭେଟ୍‌ଘାଟ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗାର ମୁକ୍ତ ମଞ୍ଚରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କେନ୍ଦ୍ରୀୟ ସଭାପତି ଡ. ପ୍ରଦ୍ୟୁମ୍ନ କେଶରୀ ସେନାପତିଙ୍କ ସଭାପତିତ୍ୱରେ
Read More...

ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ରବିବାର ଦିନ ଚୟନ କରାଯାଇଛି । ସ୍ଥାନୀୟ ମଙ୍ଗଳ ଭବନରେ କ୍ରିିଷ୍ଣାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଏନପିଏସ ଶିକ୍ଷକମାନଙ୍କୁ ନେଇ ଗଠିତ ସଂଘରେ ସର୍ବସମ୍ମତି
Read More...