କର୍ଣ୍ଣାସନୀ ବନ୍ଧର ଉନ୍ନତି କରଣ ନେଇ ବିଧାୟକଙ୍କ ଦ୍ୱାରା ଭୂମି ପୂଜନ
କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ମୁରିବାହାଲ ବ୍ଲକ ଲେବଡା ପଂଚାୟତ ସ୍ଥିତ କର୍ଣ୍ଣାସନୀ ବନ୍ଧର ଉନ୍ନତି କରଣ ପାଇଁ ସୋମବାର ଦିନ ଭୂମିପୂଜନ ହୋଇଯାଇଛି । ଏହି ଭୂମିପୂଜନରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥୀ!-->…
Read More...
Read More...