Browsing Tag

kanabanji news

କଣ୍ଟାବାଞ୍ଜିରେ କାଠ ଗଣ୍ଡି ବୋଝେଇ ଟ୍ରକ୍ ଜବତ

କାଠରେ ନାହିଁ ଷ୍ଟାମ୍ପ କିମ୍ବା ମାର୍କିଂ, ବେଆଇନ ଚାଲାଣ ସନ୍ଦେହ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଅଞ୍ଚଳରେ କାଠ ଗଣ୍ଡି ବୋଝେଇ ଏକ ଟ୍ରକ୍‌କୁ ବନ ବିଭାଗ ଜବତ କରିଛି । ଟ୍ରକ୍‌ରୁ ବଡ଼ ବଡ଼ କାଠ ଗଣ୍ଡି ଉଦ୍ଧାର ହୋଇଥିବା ବେଳେ କାଠଗୁଡ଼ିକରେ କୌଣସି ଷ୍ଟାମ୍ପ,…
Read More...

କଣ୍ଟାବାଞ୍ଜିରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ଓ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର କଣ୍ଟାବାଞ୍ଜିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା । ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ…
Read More...

ଜିଜ୍ଞାସା ତରଫରୁ ଶିଶୁ-ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଜିଜ୍ଞାସା ଶିଶୁ-ସାହିତ୍ୟ ଗବେଷଣା କେନ୍ଦ୍ର ଟିଟିଲାଗଡ଼ ଆନୁକୂଲ୍ୟରେ ଟିଟିଲାଗଡ଼ ସାଇ ମନ୍ଦିର ନିକଟସ୍ଥ ମିଶ୍ର ବଗିଚାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠାତା ତଥା ସଞ୍ଚାଳକ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ…
Read More...