ଷ୍ଟେସନରେ ଛିଡା ହୋଇଥିବା ଟ୍ରେନ୍ର ଇଞ୍ଜିନରେ ଲାଗିଗଲା ନିଆଁ
ଝାରୁସୁଗୁଡା : ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ଲାଗିଗଲା ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମହାରାଷ୍ଚ୍ରର ଗୋନ୍ଦିଆରୁ ଆସିଥିଲା ଏହି ଟ୍ରେନ । ବ୍ରଜରାଜନଗର ଷ୍ଟେସନରେ ଆସି ପ୍ରାୟ!-->…
Read More...
Read More...