Browsing Tag

jharsuguda news

ବଦଳିଲେ ଝାରସୁଗୁଡ଼ା ଏସ୍‌ପିଙ୍କ ସହ ବ୍ରଜରାଜନଗର ଏସ୍‌ଡିପିଓ

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସ୍‌ଆଇ ହତ୍ୟା କରିବା ମାମଲାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ହତ୍ୟାକାରୀ ଏଏସ୍‌ଆ ଗୋପାଳ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଆଜି ବଦଳିଛନ୍ତି ଝାରସୁଗୁଡ଼ା ଏସ୍‌ପିଙ୍କ ସହ ବ୍ରଜରାଜନଗର…
Read More...

ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏଏସ୍‌ଆଇ ଗୋପାଳଙ୍କୁ ମିଳିଥିଲା ଅନେକ ପୁରସ୍କାର

ଝାରସୁଗୁଡା : ନବ ଦାସଙ୍କୁ ଗୁଳି କରିଥିବା ଏଏସ୍‌ଆଇ ଗୋପାଳ ଦାସଙ୍କୁ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥିଲା ଅନେକ ପୁରସ୍କାର । ନିଜ କ୍ୟାରିୟରରେ ମୋଟ ୧୮ଟି ମେଡାଲ ସାଙ୍ଗକୁ ୮ ଥର ଅର୍ଥରାଶି ପ୍ରଦାନ କରାଯାଇଥିଲା । ୨୦୦୯ ସେପ୍ଟେମ୍ବର ୯ ତାରିଖରେ ସେ ହାବିଲଦାରରୁ…
Read More...

ପଞ୍ଚଭୂତରେ ଲୀନ ହେଲେ ନବ ଦାସ

ଝାରସୁଗୁଡ଼ା : ପଞ୍ଚଭୂତରେ ଲୀନ ହୋଇଛନ୍ତି ନବ ଦାସ । ହଜାର ହଜାର ସମର୍ଥକ, ଶ୍ରଦ୍ଧାଳୁଙ୍କ ସହ ଓଡ଼ିଶାର ମନ୍ତ୍ରୀ, ବିଧାୟକ, ନେତାମାନେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି । ଆଜି ଝାରସୁଗୁଡ଼ାରେ ତାଙ୍କ ମର ଶରୀର ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା । ବେହେରାମାଲ…
Read More...

ଚାକିରିରୁ ବିଦା ହେଲେ ଏସ୍‌ଆଇ ଗୋପାଳକୃଷ୍ଣ ଦାସ

ଝାରସୁଗୁଡା : ଚାକିରିରୁ ବିଦା ହୋଇଛନ୍ତି ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ । ସୂଚନା ଅନୁସାରେ ଗତକାଲି ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ କର୍ତ୍ତବ୍ୟରତ ଗାନ୍ଧୀଛକ ଫାଣ୍ଡି ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ । ଆଜି ତାଙ୍କୁ ଝାରସୁଗୁଡା ଏସ୍‌ପି ଚାକିରିରୁ…
Read More...

ସଡକ ଦୁର୍ଘଟଣା : ୧ ମୃତ, ୧ ଆହତ

ଝାରସୁଗୁଡ଼ା : ବଡମାଲ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍‌ ୱେର ସାପଡା ନିକଟରେ ଏକ ଅଜଣା ଗାଡି ବାଇକ୍‌କୁ ଧକ୍କାଦେଇ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ଏଥିରେ ବାଇକ୍‌ରେ ଥିବା ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ, ମୃତ…
Read More...

ବାଇକ୍ ପଛକୁ ଧକ୍କା ଦେଲା ଟ୍ରଲର : ୧ ମୃତ, ୧ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା'ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା…
Read More...

ଦୁଇ ବର୍ଷ ପରେ ଫିଟିଲା ହତ୍ୟାକାଣ୍ଡର ରହସ୍ୟ : ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼, ମୃତକଙ୍କ ପତ୍ନୀ ଓ ଶଳା ଗିରଫ

ଝାରସୁଗୁଡ଼ା : ଦୁଇ ବର୍ଷ ପରେ ଫିଟିଛି ଡମ୍ବରୁଧର ହତ୍ୟାକାଣ୍ଡର ରହସ୍ୟ । ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼ । ମୃତକଙ୍କ ପତ୍ନୀ ଓ ଶଳାଙ୍କୁ ଗିରଫ କଲା ପୋଲିସ । ସୂଚନାନୁଯାୟୀ, ୨୦୨୦ ମସିହା ଜୁନ ୧୬ ତାରିଖରେ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ପାଇଖାନା ସେଫ୍ଟି ଟାଙ୍କିରୁ ଉଦ୍ଧାର…
Read More...

୨୧ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ

ଝାରସୁଗୁଡ଼ା : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ୨୧ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସ୍କୃତି ଓ ଲୋକ…
Read More...

ମହାନ୍ ସାରସ୍ୱତ ସାଧକ ଡ. ମଂଗଳୁ ଚରଣ ବିଶ୍ୱାଲଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ : “ଉଦିଆଁ” ସମ୍ବଲପୁରୀ…

ଝାରସୁଗୁଡା, (କେପିଏନ୍‌ଏସ୍‌) : ଝାରସୁଗୁଡା ଜିଲ୍ଲା ସଂସ୍କୃତି ଭବନଠାରେ ଗତକାଲି ଅପରାହ୍ନ ୩ଟାରେ ମହାନ୍ ସାରସ୍ୱତ ସାଧକ ଡ. ମଂଗଳୁ ଚରଣ ବିଶ୍ୱାଲଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ମହାସମାଗମରେ ସମାପନ ହୋଇଯାଇଛି । ଏହି ଅବସରରେ "ଉଦିଆଁ" ସମ୍ବଲପୁରୀ ସାହିତ୍ୟ ପତ୍ରିକାର ୧୮ ନଂ ସଂଖ୍ୟା…
Read More...

କୋଇଲାନଗରୀରେ ଧନୁଯାତ୍ରା ମହୋତ୍ସବ

ଝାରସୁଗୁଡ଼ା : କୋଇଲାନଗରୀରେ ଧନୁଯାତ୍ରା ମହୋତ୍ସବ । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବେଳେ ପୁଣି ସେହି ଧୁମଧାମରେ ଓ ଉତ୍ସାହରେ ଆରମ୍ଭ ହୋଇଛି ତୃତୀୟ ଦିନର ବନ୍ଧବାହାଲ ଧନୁଯାତ୍ରା ମହୋତ୍ସବ । ବନ୍ଧବାହାଲ କଲୋନୀ ମଥୁରାନଗରୀ ଓ ବସ୍ତି ଅଞ୍ଚଳ ପାଲଟିଛି ଗୋପପୁର । …
Read More...