ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ଦେହାନ୍ତ
ଯାଜପୁର, (କେପିଏନ୍ଏସ୍) : ଯାଜପୁର ସହର ପାଇଁ ଏକ ଦୁଃଖଦ ଖବର । ପୌରପାଳିକାର ସ୍ୱାସ୍ଥ୍ୟକର୍ମୀ ଲୋକେଶ ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଥିବା କୁହାଯାଇଛି । କରୋନା ସଂକ୍ରମଣ ସମୟରେ ସେ ପୌରପାଳିକା ଅଂଚଳରେରେ ଦାୟିତ୍ୱ ନିର୍ବାହ କରୁଥିଲେ। ସମସ୍ତ କୋଭିଡ କେୟାର୍ ସେଣ୍ଟରର ତଦାରଖ କରିବା!-->…
Read More...
Read More...