Browsing Tag

ganjam news

ଗାନ୍ଧୀ ଜୟନ୍ତୀରେ ରମ୍ଭା ସାହିତ୍ୟ ଘରର କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ମଣ୍ଡପରେ ସାହିତ୍ୟ ଘର ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମହାମାନବ ମହାତ୍ମା ଗାନ୍ଧୀ ଓ ଶାନ୍ତି କପୋତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ସ୍ମୃତି ଚାରଣ ସଭା ଓ କବିତା ଆସର ଅନୁଷ୍ଠିତ…
Read More...

ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ସହରସ୍ଥିତ ସାନ ବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି…
Read More...

ଗ୍ରାସିମ୍ କମ୍ପାନୀ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ତହସିଲ ଅଫିସ ଛକ ନିକଟରେ ଗ୍ରାସିମ କମ୍ପାନୀ ପକ୍ଷରୁ ଗତକାଲି ଅପରାହ୍ନରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ ୟୁନିଟ୍ ହେଡ ଦିଗବିଜୟ ପାଣ୍ଡେଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁର୍ଘଟଣା ଜନିତ…
Read More...

ବଟେଶ୍ଵର ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କଲା ଭଦ୍ରକ ଜିଲ୍ଲା ଟିମ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ କଣ୍ଟିଆଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଠାରେ ଭଦ୍ରକ ଜିଲ୍ଲାର ଏକ ୨୫ ଜଣିଆ ଟିମ ଗତକାଲି ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ (ପିଡି)ଇନ୍ଦ୍ରମଣି ନାୟକଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ପ୍ରଶାସନର ଏକ ୨୫ ଜଣିଆ…
Read More...

ବାମଦଳ ଓ କଂଗ୍ରେସ୍ ମିଳିତ ଭାବେ ଭାରତ ବନ୍ଦ ପାଳନ କଲେ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଆହ୍ୱାନ କ୍ରମେ ଭାରତ ବନ୍ଦକୁ ସଫଳ କରିବାକୁ ନେଇ ଗଞ୍ଜାମ ସହରରେ ସିପିଏମ୍‌, ସିପିଆଇ ଏବଂ କଂଗ୍ରେସ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପ୍ରଥମେ ଦଳୀୟ କର୍ମୀ ମାନେ ଗଞ୍ଜାମ ସହରସ୍ଥିତ ତ୍ରିବେଣୀ ମଠ ଛକ ୧୬ ନମ୍ବର ଜାତୀୟ…
Read More...

ସମୁଦ୍ର କୂଳରୁ ଶବ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ ବଡ଼ ନୋଳିଆ ନୂଆଗାଁ ନିକଟସ୍ଥ ସମୁଦ୍ର କୂଳରେ ପାରାଦୀପ ଅଞ୍ଚଳ ସମୁଦ୍ରରୁ ନିଖୋଜ ହୋଇଥିବା ମତ୍ସ୍ୟଜୀବୀଙ୍କ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ସୋମବାର ସକାଳେ ସମୁଦ୍ର କୂଳରେ ଏକ ବ୍ୟକ୍ତିର ଶବ ଲାଗିଥିବା ନେଇ…
Read More...

ଗଞ୍ଜାମ ବ୍ଲକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଗଞ୍ଜାମ ବ୍ଲକ ଓବିସି ମୋର୍ଚ୍ଚା ପକ୍ଷରୁ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଦୀନଦୟାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ…
Read More...

୧୬ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ହରିଣ ଆହାତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆହାତ ହରିଣକୁ ସ୍ଥାନୀୟ ଯୁବ ସ୍ଵେଛାସେବୀ ବନ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଖବର ନେବାରେ ଜଣା ପଡ଼ିଛି ଯେ, ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ପଟୁ ଏକ…
Read More...

ସଡକ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଗଞ୍ଜାମ ସହରର ୪ ନମ୍ବର ୱାର୍ଡର ପ୍ରତାପ ମହାରଣାଙ୍କ ପୁଅ ଚନ୍ଦନ(୨୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ପ୍ରତାପ ମହାରଣାଙ୍କ ଦୁଇପୁଅ…
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ରାକେଶ କୁମାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱେଚ୍ଛାସେବୀ ରାକେଶ କୁମାର ନାୟକ ନିଜର ୨୬ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ତାଙ୍କର ଜନ୍ମବାର୍ଷିକୀ ଉପଲକ୍ଷେ ସେ ବ୍ଲଡ ବ୍ୟାଙ୍କ ଯାଇ ସ୍ୱେଚ୍ଛାକୃତ ଭାବେ ଗୋଟେ ୟୁନିଟ ରକ୍ତଦାନ କରିବା ସହ…
Read More...