Browsing Tag

ganjam news

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଚାରା ରୋପଣ ସହ ଜନ ସଚେତନତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଦୃତ ସହରୀକରଣ, ଶିଳ୍ପାୟନ ଓ ଜନସଂଖ୍ୟା ବୃଦ୍ଧି ସହ ଆବଶ୍ୟକୀୟ ମନୁଷ୍ୟ ଚାହିଦା ବୃଦ୍ଧି ଯୋଗୁଁ ପରିବେଶ ଦିନକୁ ଦିନ ଦୃତ ଗତିରେ ବିଷାକ୍ତ ହେବାରେ ଲାଗିଛି । ଦିନକୁ ଦିନ ଜୀବଜନ୍ତୁଙ୍କ ସମେତ ପ୍ରାକୃତିକ ପରିବେଶ ମଧ୍ୟ ମରଣମୁହଁକୁ ଠେଲି ହୋଇଯାଉଛି ।
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠ, ଡ଼ଃ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଓ ଦେବୀକୃପା ସଫ୍ଟ ଡ୍ରିଂକ୍ସ ତରଫରୁ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକ ଅଧିନସ୍ଥ ଡ଼ିମିରିଆ ପଞ୍ଚାୟତର ନୂଆ ବରପଲ୍ଲୀ ଠାରେ ଦେବୀକୃପା ସଫ୍ଟ ଡ୍ରିଂକ୍ସ, ଡ଼ଃ.ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଖଲ୍ଲିକୋଟ ଓ ଗାୟତ୍ରୀ ଶକ୍ତିପୀଠ ରମ୍ଭାର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ପ୍ରାକ ପ୍ରସ୍ତୁତି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ଼.ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...

ଗଞ୍ଜାମ ମହାବିଦ୍ୟାଳୟରେ ଅଗ୍ରପୂଜ୍ୟ, ବିଦ୍ୟାଦାତା ଶ୍ରୀ ବିନାୟକ ପ୍ରତିମୂର୍ତ୍ତୀ ସ୍ଥାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଗଣେଶ ଚତୁର୍ଥୀ ଦିବସରେ ଗଞ୍ଜାମ ସହରସ୍ଥିତ ଗଞ୍ଜାମ ମହାବିଦ୍ୟାଳୟର କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ଅଗ୍ରପୂଜ୍ୟ, ବିଦ୍ୟାଦାତା ଶ୍ରୀ ବିନାୟକଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଯାଇଛି । ଗଂଜାମ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ
Read More...

ଭେଣ୍ଡିଙ୍ଗ୍‌ ଜୋନ୍‌ ନେଇ ବଣିକ ସଂଘର ଦାବୀପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଣିକ ସଂଘ ପକ୍ଷରୁ ସହରରେ ଭେଣ୍ଡିଙ୍ଗ୍‌ ଜୋନ୍‌ ନିର୍ମାଣ ନେଇ ଏକ ଦାବୀପତ୍ର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାରଙ୍କୁ ବ୍ୟବାସାୟୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।ଦୀର୍ଘଦିନ ହେଲା ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ
Read More...

ବଜ୍ରପାତରେ ଗ୍ରାସୀମ କମ୍ପାନୀ ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ବଜ୍ରପାତରେ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀ ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚାନାନୁଯାୟୀ ସନ୍ଧ୍ୟା ସମୟରେ ବଜ୍ରପାତରେ କମ୍ପାନୀରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।ଏହା ଦେଖି କାର୍ଯ୍ୟରତ
Read More...

ବିଧାନସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ଓ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ବିଧାନ ସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗଞ୍ଜାମ ସହରରେ ୨୦୧୯ ମସିହାରେ ଅନୁଷ୍ଠିତ ହୋଇଥିବା
Read More...

ଯୁବପିଢିଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନାରୀ ସଶକ୍ତିକରଣ ଉଦ୍ଦେଶ୍ୟ ନେଇ ମାଛ ଚାଷ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସୋମବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଜ୍ଞାନିକ ପଦ୍ଧତିରେ
Read More...

ଗଞ୍ଜାମ ମହାବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳର ପୁରାତନ ଛାତ୍ରଙ୍କ ଏକ ବୈଠକ ଗତକାଲି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଓ ରାଜନୀତି ବିଜ୍ଞାନ ବିଭାଗ ରିଡର ଅମର ପ୍ରସାଦ ବିଶୋ ଯୋଗ ଦେଇଥିଲେ ।
Read More...

ଛାତ୍ରଛାତ୍ରୀଙ୍କ ପାଇଁ ଜୀବିକା ପରାମର୍ଶ କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ଦିଗ ଦର୍ଶନ ୟୁଥ୍ କ୍ଳବ୍ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଜୀବିକା ପରାମର୍ଶ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା । ଛାତ୍ର ଜୀବନରେ ଭବିଷ୍ୟତ ସ୍ୱପ୍ନ ଦେଖିବା
Read More...